Daily Archives

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ଉତ୍କଳ ଶାନ୍ତି କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ
Read More...

ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ସହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ଅସହାୟ ପରିବାର ତଥା ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଗ୍ରାମର ସୌକିଲାଲ୍ ମହାନନ୍ଦ ଗତ ୧୨/୩/୨୧ ମୃତ୍ୟୁ ହୋଇଥିଲା । କାଲି
Read More...

ଜ‌ଙ୍ଗଲ ନିଆଁ ଆୟ‌ତ୍ତ ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜଙ୍ଗଲ ନିଆଁ ସ୍ଥିତି ବର୍ତ୍ତମାନ ଆୟତ୍ତରେ ଅଛି । ଅଳ୍ପ କିଛି କ୍ରମାଗତ ନିଆଁ ଯେଉଁଠାରେ ଲାଗିଛି ସେସବୁ ପ୍ରଶମିତ କରିବାପାଇଁ ଚେଷ୍ଟା ଜାରି ରହିଛି । ସମସ୍ତ କ୍ଷେତ୍ର କର୍ମଚାରୀମାନେ ପରିସ୍ଥିତି ମୁକାବିଲା ପାଇଁ ସଜାଗ ଅଛନ୍ତି । ବନାଗ୍ନି
Read More...

ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ – ୨୦୨୧

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆସନ୍ତା ତା. ୨୩.୦୩.୨୧ ରିଖ ସଂଧ୍ୟା ୭.୦୦ ଘଟିକାରେ ସ୍ଥାନୀୟ ଭୀମଭୋଇ କଳା ମଣ୍ଡପରେ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ - ୨୦୨୧ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭା.ପ୍ର.ସେ., ଜିଲ୍ଲାପାଳ ମୋନିଷା
Read More...

ବୁଲା ଷଣ୍ଢ ଯୋଗୁଁ ବାଇକ ଦୁର୍ଘଟଣା : ୨ଗୁରୁତର

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି-ତୁରେକେଲା ପି.ଡବ୍ଲୁ.ଡି. ରାସ୍ତାର ଦାବୀରି ମାଝିପଡା ବରଗଛ ନିକଟରେ ଆଜି ସଂଧ୍ୟା ପ୍ରାୟ ୭ଘଂଟା ସମୟରେ ଏକ ବୁଲା ଷଣ୍ଢ ଯୋଗୁଁ ବାଇକ ଚାଲକ ଦୁର୍ଘଟଣାର ଶିକାର ହୋଇଛନ୍ତି । ବାଇକ ଚାଲକ ଦୁଇ ଜଣ ତୁରେକେଲାରୁ କଂଟାବାଂଜି ରେଲଷ୍ଟେସନକୁ
Read More...

କଳାଧାମ ଆର୍ଟ ଇନ୍‌ଷ୍ଟିଚ୍ୟୁଟରେ ‘ଗାନ୍ଧିଙ୍କ ଓଡିଶା’ ନାଟକ ପରିବେଷଣର ପ୍ରାକ୍‌କାଳୀନ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାତ୍ମା ଗାନ୍ଧିଙ୍କ ପ୍ରଥମ ଥର ଓଡିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୁଲ୍ୟରେ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ବ୍ୟବସ୍ଥାପନାରେ ନାଟକ ‘ଗାନ୍ଧିଙ୍କ ଓଡିଶା’ ଚିତ୍ର, ସଙ୍ଗୀତ, ନୃତ୍ୟ ଓ
Read More...

କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ : ଗଛ ନାହିଁ କିନ୍ତୁ ଫଳକ ଅଛି, ତଦନ୍ତ ଦାବୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଏମ୍‌ଏନ୍‌ଆର୍‌ଇଜିଏସ୍‌ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ‌ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା । ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
Read More...

ବିବାହ ବେଦୀରେ ବୃକ୍ଷ ଦାନ କଲେ ହୃଷିକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟନପୁର ଗ୍ରାମରେ ଅନୁଷ୍ଠିତ ସୁଭଦ୍ରା ନାୟକ ଓ ଟିକିନା କରଙ୍କ ଶୁଭ ବିବାହ ଅବସରରେ ସର୍ବଦା ଚର୍ଚ୍ଚାରେ ରହୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣାର ଅଧ୍ୟକ୍ଷ ଆଇନଜୀବୀ ତଥା ପ୍ରକୃତିପ୍ରେମୀ ହୃଷିକେଶ ପାଢ଼ୀ
Read More...

ଜାପାନରେ ଭୂକମ୍ପ ଅନୁଭୂତ : ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨

ଜାପାନ : ଆଜି ଜାପାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଯାହାକି ରାଜଧାନୀ ଟୋକିଓକୁ ପୁରା ଥରାଇ ଦେଇଛି । ଏହାକୁ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି । ୟୁଏସଜିଏସ୍‌ କହିଛି ଯେ, ଏହି
Read More...

ଡ. ବିପିନ କୁଶୁଲିଆ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଭାବେ ପୁନଃ ମନୋନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଲେଜର୍ସ ଇଣ୍ଡିଆ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିରରେ ଅନୁଷ୍ଠିତ ହୋଇଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଂସ୍ଥାପକ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ପୁନଃ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୌଖିକ ଏବଂ ହସ୍ତ ଉତ୍ତୋଳନ ଭୋଟରେ ସର୍ବ ସମ୍ମତି
Read More...