Daily Archives

ଖଟଖଟିଆର ବ୍ରହ୍ମଣୀ ଡୁଙ୍ଗରିରେ ନିଆଁ : ଜୀବନ ବିକଳ କରୁଛି ତାତି ଓ ଧୂଆଁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର କଣ୍ଟମାଲ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରା.ପ.ର ବ୍ରହ୍ମଣୀ ପାହାଡ଼ରେ ଆଜି ପୁଣି ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଖପାଖ ଅଂଚଳର ଲୋକେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିବାରୁ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଯାଉଛି ।
Read More...

ତୋରା ଫୁଲ ଗୋସପେଲ ଚର୍ଚ ପକ୍ଷରୁ ରାସ୍ତା ନିର୍ମାଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତୋରା ସ୍ଥିତ ଫୁଲ ଗୋସପେଲ ଚର୍ଚ ପକ୍ଷରୁ ଫୁଟବଲ ପଡ଼ିଆ ସଫେଇ ଓ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ । ଚର୍ଚର ଯୁବା ସଭ୍ୟମାନେ ଆଜି ସକାଳୁ ଶ୍ରମ ଦାନ କରି ପଡିଆ କଡ଼ରେ ଥିବା ଅଳିଆ ଆବର୍ଜ୍ଜନା ପରିସ୍କାର କରିବା ସହ ପଡ଼ିଆ କଡ଼ରେ ରାସ୍ତା
Read More...

କୃଷକମାନେ ଦିଲ୍ଲୀ ସୀମାରେ ହୋଲି ଏବଂ ହୋଲା ମୋହ‌ଲ୍ଲା ପାଳନ କଲେ

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ସୋମବାର ଦିଲ୍ଲୀ ସୀମାରେ ହୋଲି ଏବଂ 'ହୋଲା ମୋହ‌ଲ୍ଲା' ପାଳନ କରିଛ‌ନ୍ତି । ତିନୋଟି ନୂତନ କୃଷି ଆଇନ ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ପୃଥକ ଆଇନ ରଦ୍ଦ ହେବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି
Read More...

ଆଲାସ୍କାରେ ହେଲିକପ୍ଟର ଦୁର୍ଘଟଣା : ଚେକ୍ ଗଣରାଜ୍ୟର ସବୁଠାରୁ ଧନୀ ବ୍ୟକ୍ତି‌ଙ୍କ ସହିତ ୫ ଜଣଙ୍କ ମୃତ୍ୟୁ

ଆଙ୍କୋରେଜ୍ : ଆମେରିକାର ଆଲାସ୍କାର ଅଳ୍ପ ଜନବହୁଳ ଗ୍ରାମାଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ଏବଂ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ଚେକ ଗଣରାଜ୍ୟର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ସାମିଲ୍‌ ଅଛନ୍ତି । ନିଯୁକ୍ତ ହେଲିକପ୍ଟରଟି ଏକ ଲଜରୁ ଗାଇଡ୍ ଏବଂ
Read More...

କରୋନା ପାଇଁ ଘରେ ଘରେ ନିରାଡ଼ମ୍ବର ସହ ହୋଲି ପାଳିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ରଙ୍ଗର ପର୍ବ ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି । ଘରେ ଘରେ ଜମିଛି ହୋଲିର ଆସର । ଏହି ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ ।
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧ଗୁରୁତର

ସମ୍ବଲପୁର : ସ‌ମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର କଲେଜ ନିକଟରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ ୩ ଜଣ ଯୁବକ ବାଇକ ଯୋଗେ ପରମାଣପୁର ପଟକୁ ଯାଉଥିବା ବେଳେ ଏକ ଟ୍ରଲର ସିନ୍ଦୁରପଙ୍କରୁ ଲଇଡା ପଟକୁ ଯାଉଥିଲା ।
Read More...

ରାତି ଅଧିଆ ଆମ ଗାଁକୁ କାହିଁକି ଆସିଛ ପଚାରିବାରୁ ବ୍ଲେଡରେ ଆକ୍ରମଣ : ଜଣେ ଗୁରୁତର, ବୁର୍ଲା ରେଫର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମପୁର୍‌ ପଞ୍ଚାୟତର ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଥାଟିପାଲି ଗ୍ରାମର ବୁଲୁ ମହାନନ୍ଦିଆ, ଗମ୍ଭାରୀ ପଦର ଗ୍ରାମର ପ୍ରମୋଦ ମହାନନ୍ଦିଆ ଓ ଜାଲ
Read More...

ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସହରରେ ତା୨୮.୦୩.୨୦୨୧ରେ ରାଜ୍ୟ ସଭାପତି ଶ୍ରୀକାନ୍ତ ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ୨୦୧୫ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ମାନଙ୍କର ନିୟମିତ
Read More...

୩୬ ପଜିଟିଭ ଚିହ୍ନଟ ହେବାରୁ ଭବାନୀପାଟଣାର ପ୍ରଗତି କଲେଜ ସିଲ

ଭବାନୀପାଟଣା, (ଭାରତ ବିଶି) : ଭବାନୀପାଟଣାର ଘରୋଇ କଲେଜ ପ୍ରଗତି କଲେଜରୁ ୩୬ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ କରାଯାଇଥିବା ନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛ‌ନ୍ତି । ପ୍ରଗତି କଲେଜରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜରେ
Read More...

ଟ୍ରେନରେ କଟି ଇଓଙ୍କ ମୃତ୍ୟୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ରାୟପୁର ଯାଉଥିବା ରେଳପଥ ଟଙ୍କପାଣି ଗାଁ ଏବଂ ଚୋରମୁଣ୍ଡା ଗାଁ ମଧ୍ୟରେ ଥିବା ଏକ ଫାଟକ ପାଖରେ ରାତିରେ କୈାଣସି ଏକ ଟ୍ରେନ ଧକ୍କାରେ ବୁଢାଛାପର ଗ୍ରାମର ଇଓ କୃଷ୍ଣ ଚନ୍ଦ୍ର ନାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ
Read More...