Daily Archives

ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ହେବାର ସମ୍ଭାବନା

ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ହେବାର ସମ୍ଭାବନା ରହିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାଷ୍ଟ୍ରପତିଙ୍କୁ ପ୍ରଥମେ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମସକୁ ରାଷ୍ଟ୍ରପତିଙ୍କୁ
Read More...

ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପଥର୍ଲା ଗ୍ରାମରେ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ମୁକ୍ୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ
Read More...

ବିଶ୍ୱ ନାଟ୍ୟ ଦିବସରେ ନାଟକ ନାଗରବର ମଞ୍ଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଶ୍ୱ ନାଟ୍ୟ ଦିବସରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟରେ ଭୂମିକା ପରିବାର ପକ୍ଷରୁ ନାଟକ ନାଗରବର ମଞ୍ଚସ୍ଥ ହୋଇଛି । ଯେତେବେଳେ ରାଜ୍ୟର ରାଜା ନିଜ କର୍ତ୍ତବ୍ୟକୁ ତୁଲାଇବାରେ ପଥଭ୍ରଷ୍ଟ ହୁଏ, ସେତେବେଳେ ଅଧସ୍ତନ ବଡବାବୁମାନେ କିପରି ସ୍ବେଚ୍ଛାଚାରୀ ଶାସନ
Read More...

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ ସଚେତନତା ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମରେ ଓଡିଶୀ ଅନୁଷ୍ଠାନ କୁମ୍ଭାରୀ ଦ୍ୱାରା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଲେରିଆ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗାଁ ଗାଁକୁ ଯାଇ ଏହି କଳାକାରମାନେ କରୋନା
Read More...

ମୂଲ୍ୟବାନ ଗଛ କାଟିଲା କିଏ, ବନ ବିଭାଗ ଜାଣି ଚୁପ କାହିକିଁ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଂଚାଅ ବୋଲି ଅନେକ ସମୟରେ ବିଭିନ୍ନ ସ୍ଥାନରେ ସଚେତନତା ନାରା ଦିଆଯାଉଛି । କିନ୍ତୁ ଏବେ ସେହି ନାରା ବିଫଳ ହେଉଥିବା ମଧ୍ୟ ଦେଖିବାକୁ ମିଳିିଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବନ ବିଭାଗ କାର୍ଯ୍ୟାଳୟ ସାମ୍‌ନାରେ ଥିବା ଚେଟୁଆପଡା
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମ ମୁଣ୍ଡରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ ହୋଇଛି ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ କଂଟାବାଂଜି ଓ ତୁରେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତୁରେକେଲା
Read More...

ପାଟଣାଗଡ଼ କ୍ରିମିନାଲ୍‌ କୋର୍ଟ ବାର୍‌ ଏସୋସିଏସନ୍‌ର ନିର୍ବାଚନ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ କ୍ରିମିନାଲ୍‌ କୋର୍ଟ ବାର୍‌ ଏସୋସିଏସନ୍‌ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଇନଜୀବୀ ରମାକାନ୍ତ ଭୋଇ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀ
Read More...

ସଡାଙ୍ଗୋଇ ଗ୍ରାମକୁ ପଞ୍ଚ ତାରକା ଗ୍ରାମ ଘୋଷଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଆଜି ଭାରତୀୟ ଡାକ ବିଭାଗ ପକ୍ଷରୁ ପୁରୀ ଡାକ ଡିଭିଜନ ଅଧୀନ ସଡାଙ୍ଗୋଇ ପୋଷ୍ଟ ଅଫିସ ଅନ୍ତର୍ଗତ ସଡାଙ୍ଗୋଇ ଗ୍ରାମକୁ ପଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କରାଯାଇଛି । ସଡାଙ୍ଗୋଇ ଡାକଘର ଅଞ୍ଚଳର ବାସିନ୍ଦା ମାନଙ୍କୁ ନେଇ
Read More...

ରେଲୱେ ଟ୍ରାଫିକ୍‌ ସହାୟକ ମଧୁ ସାହୁଙ୍କୁ ଡିଆରଏମ୍‌ ଆୱାର୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ରେଳ ମଣ୍ଡଳରେ ୬୫ ତମ ରେଲ ସପ୍ତାହ ସମାରୋହରେ ମଣ୍ଡଳ ପରିସର ସ୍ଥିତ କମୁନିଟି ହଲଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ୨୦୨୦ ବର୍ଷର ରେଳ
Read More...

ପ୍ରଶାସନିକ କଟକଣାକୁ ଫୁ : ରାଜପଥରେ ଢାଙ୍କୁଣି ବିହୀନ ଓଭରଲୋଡିଂ ବାଲି ବୋଝେଇ ହାଇୱା : ଉଡୁଛି ଧୂଳି, ଯାତ୍ରୀ…

ଦେଓଗାଁ, (ମନୀଷ କୁମାର ସାହୁ) : ପରିବହନ ବିଭାଗ ପକ୍ଷରୁ ଓଭରଲୋଡିଙ୍ଗ ଦ୍ରବ୍ୟ ପରିବହନକୁ ବାରଣ କରାଯାଇଛି । ଏନେଇ ମଧ୍ୟ କଟକଣା ଜାରି କରାଯାଇଛି । ଏହାକୁ ଅମାନ୍ୟ କଲେ ଜରିମାନା ବ୍ୟବସ୍ଥା ବି ରହିଛି । ହେଲେ ଏହି ନିୟମକୁ ଆଖୁତି ଦେଇଛନ୍ତି ବାଲି ପରିବହନ କରୁଥିବା ହାଇୱା ଗାଡ଼ି
Read More...