Daily Archives

ବାଙ୍କେଲରେ ଧରଣୀ ପେନୁ ମହୋତ୍ସବ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡର ଆଦିବାସୀ ଅଧ୍ୟୁସିତ ବାଙ୍କେଲ ଗାଁ ଠାରେ ଉପଖଣ୍ଡ ସ୍ତରୀୟ ଧରଣିପେନୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ଵାରା ଆୟୋଜିତ ଉକ୍ତ ମହୋତ୍ସବକୁ ସଂଘର ଉପସଭାପତି ତଥା ଉତ୍କଳ କନ୍ଧ ସମାଜର କେନ୍ଦ୍ରୀୟ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ଲାରମ୍ଭା ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ
Read More...

ବଣିବକ୍ରେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନଷ୍ଠିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପ୍ରସିଦ୍ଧ ବଣିବକ୍ରେଶ୍ୱର ମହାଦେବ ମନ୍ଦିର, କୁଆପଦା ପୀଠସ୍ଥଳୀରେ ବିଶ୍ୱ କଲ୍ୟାଣ ସହ ପରିବେଶକୁ ଶାନ୍ତ ସିଦ୍ଧ ଓ ମଧୁମେୟ କରିବା ଉଦେଶ୍ୟରେ ମହା ଶିବରାତ୍ର ଦିନ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନୁଷ୍ଟିତ
Read More...

ମା’ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍
Read More...

ଜାତୀୟ ଉପଭୋକ୍ତା ଅଧିକାର ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଓ "ବୈଧ ମାପବିଜ୍ଞାନ ବିଭାଗ"ର ମିଳିତ ଆନୁକୂଲ୍ୟରେ ବୈଧ ମାପବିଜ୍ଞାନ ବିଭାଗର ବରଗଡ କାର୍ୟ୍ୟାଳୟ ପରିସରରେ ଜାତୀୟ ଉପଭୋକ୍ତା ଅଧିକାର ଦିବସ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
Read More...

ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି : ପର୍ଯ୍ୟଟନ, ଜଳସେଚନ, ରୋଡ ରାସ୍ତା, ଭୂମିହୀନଙ୍କୁ ଜମି, ବାସଗୃହ ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ତଥା ବିଧାନସଭାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ ପର୍ୟ୍ୟଟନ, ଜଳସେଚନ, ରୋଡ ରାସ୍ତା ତଥା ବନ୍ଧ ପୋଖରୀ ଉନ୍ନତିକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ
Read More...

ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ଫିଟ ଇଣ୍ଡିଆ ସମ୍ବର୍ଦ୍ଧନା ସମାରୋହ

ଭବାନୀପାଟଣା, (ହେମ‌ନ୍ତ ସାହୁ) : ସ୍ୱାସ୍ଥ୍ୟ ମଣିଷର ସବୁଠୁ ଦାମିକିଆ ସମ୍ପତ୍ତି । ଉତ୍ତମ ସ୍ୱାସ୍ଥ୍ୟ ବିନା ମଣିଷର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହେଁ । ତେବେ ଫିଟ ଇଣ୍ଡିଆ କାର୍ୟ୍ୟକ୍ରମ କିଶୋର ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ଫିଟ ଇଣ୍ଡିଆ ସମ୍ବର୍ଦ୍ଧନା
Read More...

କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ବଲାଙ୍ଗିରରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରର ୩ କଳା କୃଷି ବିଲ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ରଥ ଆଜି ବଲାଙ୍ଗିରକୁ ପହଞ୍ଚିଛି । ଓଡିଶା କୃଷକ ଅଧିକାର ସଂଘର୍ଷ ସମିତି ଓ ଏନଏପିଏମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଯାତ୍ରରେ ଓଡିଶାର ବିଶିଷ୍ଟ ଜନଆନ୍ଦୋଳନର ନେତାଗଣ
Read More...

ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୬ ବର୍ଷ ପରେ ବି ବଦଳୁନି ସାର୍ଟିଫିକେଟର ଭୁଲ ଜନ୍ମ ତାରିଖ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାର୍ଟିଫିକେଟରେ ଭୁଲ ଜନ୍ମ ତାରିଖ ଯୋଗୁଁ ଜଣେ ଛାତ୍ରୀ ଅନେକ ହଇରାଣ ହେଉଥିବା ନଜରକୁ ଆସିଛି । ଏପରିକି ଗତ ୬ ବର୍ଷ ହେଲା ସେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ବେଳେ ବୋର୍ଡର ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଭୁଲ ତାରିଖ ବସାଯାଇ ସାର୍ଟିଫିକେଟ
Read More...

ଆଇଏଫଏସ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବରିଷ୍ଠ ଆଇଏଫ୍‌ଏସ୍ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡ଼ିଶା ଫେରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ ପଦୋନ୍ନତି ଦିଆଯାଇଥିବା
Read More...
error: Content is protected !!