Daily Archives

କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକ ଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ) : ଆଜି ମହାଶିବରାତ୍ରି ଅବସରରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା କାର୍ୟ୍ୟକର୍ତ୍ତାଙ୍କ ସହ ବଲାଙ୍ଗୀର ଜିଲ୍ଲା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକ ଦର୍ଶନ କରାଯାଇଛି । ଏହି କାର୍ୟ୍ୟକ୍ରମରେ କେଶରୀୟା ହିନ୍ଦୁ
Read More...

କଅଗାଁ ଧବଲେଶ୍ୱର ମୁଖ୍ୟ ଗେଟରେ ଝୁଲିଲା ତାଲା : ଗେଟ୍ ବାହାରୁ ଭକ୍ତ କଲେ ଦର୍ଶନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଆଜି ହେଉଛି ପବିତ୍ର ଶିବରାତ୍ରି ମେଲା ଅନ୍ୟ ବର୍ଷ ଭଲି ଏବର୍ଷ ଭକ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିନଥିଲା କରୋନା କଟକଣା ପାଇଁ କାଁ ଭାଁ ଭକ୍ତ ପ୍ରତ୍ୟେକ ଶୈବପୀଠରେ ଦେଖିବାକୁ ମିଳିଥିଲା । ଏମିତି ଏକ ସର୍ବ ପୂରାତନ ଶୈବପୀଠ ଚନ୍ଦନଭାଟୀ ନିକଟସ୍ଥ କଅଗାଁର
Read More...

ଡେଲାଙ୍ଗରେ ମହା ଶିବରାତ୍ରି ଓ ଜାଗର ପର୍ବ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଶିବରାତ୍ରିରେ ଉଜାଗର ରହି ଶିବଆଳୟରେ ଘୃତଦୀପ ଜାଳିଲେ ଅଶେଷ ପୁଣ୍ୟ ହୋଇଥାଏ । ପ୍ରତିବର୍ଷ ଭଳି ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ର ଓ ଜାଗରପବ ଅନୁଷ୍ଟିତ ହୋଇଥାଏ । ଆଜିର ଏହି ପବିତ୍ର ମହାଶିିବରାତ୍ରି ଅବସରରେ ଡେଲାଙ୍ଗର ବିଭିନ୍ନ
Read More...

ମାଲବାହୀ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର : ମାଲବାହୀ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇରେଲୱେ
Read More...

କନସିଂହା ଚନ୍ଦ୍ରଶେଖର ପୀଠରେ ମହାଶିବରାତ୍ରି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ବା ମହାଶିବରାତ୍ରି । ଆଜିର ଦିନରେ ମହାଦେବଙ୍କ ମନ୍ଦିରରେ ପାଣି ଚଢ଼ାଇଲେ ଶିବ କୃପା ଲାଭ ହୁଏ । ତେଣୁ ଆଜି ସମସ୍ତ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା
Read More...

ଦେଓଗାଁ ବ୍ଲକ ‘ମୋ ସରକାର’ କକ୍ଷ ପାଲଟିଛି ଗୋଦାମ ଘର : ବନ୍ଦ ରହୁଛି ଅଭିଯୋଗ କକ୍ଷ, ଅସନ୍ତୋଷ ସହ…

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ସୁବିଧା ସୁଯୋଗ ତଳସ୍ତରକୁ ପହଞ୍ଚାଇବା, ତଦାରଖ କରିବା ଓ ସମସ୍ତଙ୍କ ସହ ସିଧାସଳଖ ସରକାର ସମ୍ପର୍କ ରଖିବାକୁ ଆୟୋଜନ କରାଯାଇଛି । ମୋ ସରକାର କାର୍ୟ୍ୟକ୍ରମ ଯେକୌଣସି ବ୍ୟକ୍ତି କୌଣସି କାମରେ ବ୍ଲକ୍ ଅଫିସକୁ ଆସିଲେ ତାଙ୍କ ଅସୁବିଧା ବିଷୟରେ ସରକାରଙ୍କ
Read More...

ସଂଶୋଧିତ ବିଶ୍ୱ ବିଦ୍ୟାଳୟ ଆଇନର ପ୍ରତ୍ୟାହାର ଦାବୀ କଲା ଏବିଭିପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ କରି ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟମାନଙ୍କ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିବା ସହ ଅଖିଳ ଭାରତୀୟ ବିଦ୍ୟାର୍ଥିୀ ପରିଷଦ ତରଫରୁ ଏହିି ସଂଶୋଧିତ ଆଇନର ପ୍ରତ୍ୟାହାର ଦାବୀ କରାଯାଇଛି । ଏବିଭିପି ତରଫରୁ ଏକ
Read More...

ଏଠି, ସେଠି, ସବୁଠି ଜଳୁଛି ନିଆଁ : ଧନ ଜୀବନ ସୁରକ୍ଷା ପାଇଁ ନିଯୁକ୍ତ ଦମକଳ ବିଭାଗ ଜଙ୍ଗଲର ନିଆଁ ଲାଭାଇବା କାମରେ…

ଦେଓଗାଁ, (ମନୀଷ କୁମାର ସାହୁ) : ନିଆଁ ଦାଉରୁ ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଯେଉଁ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଲେ, ଜିପିଏସ ମାଧ୍ୟମରେ ଜଣାପଡ଼ିବା ପରି ତୁରନ୍ତ ନିଆଁକୁ ଆୟ କରିବା ପାଇଁ ବିଭିନ୍ନ ଊପାୟ ଉପଯୋଗ କରାଯାଉଛି
Read More...

ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର
Read More...

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧ : ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧ ରହିଥିବା ବେଳେ ଆଜି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସରକାରୀ ସୂତ୍ରରେ କୁହାଯାଇଛି । କରୋନା ସଂକ୍ରମଣ ବଲାଙ୍ଗିର ଜିଲ୍ଲାରେ କମି କମି ଆସୁଛି । କିନ୍ତୁ ତଥାପି କୋଭିଡ ଗାଇଡ
Read More...