Daily Archives

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବନ କର୍ମଚାରୀଙ୍କ ଦ୍ଵାରା ଜଣେ ଗିରଫ : କଡା ପାଟ୍ରୋଲିଂ ବ୍ୟବସ୍ଥା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ଟିକାବାଲି ଫରେଷ୍ଟ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେଷ୍ଟ ରେଞ୍ଜ ଅର୍ନ୍ତଗତ ଲାଇନପଡ଼ା ରିଜର୍ଭ…
Read More...

ନକଲି ସେନା ଅଧିକାରୀ ଗିରଫ୍‌ : ସେନାରେ ଚାକିରି ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟ‌ଙ୍କା ଠକିଛି

ବାରାଣାସୀ : ଉତ୍ତରପ୍ରଦେଶର ବାରାଣାସୀରେ ସେନାବାହିନୀର ଜଣେ ନକଲି ସେନା ଅଧିକାରୀ ହୋଇ ଲୋକଙ୍କୁ ପ୍ରତାରଣା କରୁଥିବା ଜଣେ ଦୁର୍ଦ୍ଦାନ୍ତ ଠକକୁ ପୋଲିସ ଗିରଫ କରିଛି । ବାରାଣାସୀର ଶିବପୁର ନିବାସୀ ରାଜବୀର ସିଂ ଲୋକଙ୍କୁ ସେନାରେ ଭର୍ତ୍ତି କରିବା ନାମରେ ଲକ୍ଷ ଲକ୍ଷ ଟ‌ଙ୍କାର ଠକେଇ କରିଥିବା…
Read More...

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକରେ କୋଭିଡ -୧୯ ଟୀକା ପ୍ରମାଣପତ୍ରରୁ ପିଏମ୍‌ଙ୍କ ଫଟୋ ଅପସାରିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ -୧୯ ଟୀକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୋ-ୱିନ ପ୍ଲାଟଫର୍ମରେ ଫିଲ୍ଟର ବ୍ୟବହାର କରାଯାଇଛି । ମାର୍ଚ୍ଚ ୯ ତାରିଖ ଦିନ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା…
Read More...

ପବିତ୍ର ହରିଶଙ୍କର ପୀଠରେ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ମହାଶିବରାତ୍ରି ଜାଗର ମେଳା । ପବିତ୍ର ହରିଶଙ୍କର ପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ଦେଇ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ଦିଆଯାଇଥିଲା ।…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ସମ୍ମିଳନୀ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଡୁଙ୍ଗୁରି ସ୍ଥିତ ଏସିସି ସ୍ପୋର୍ଟ୍ସ କ୍ଲୁବ ଠାରେ ଏସିସି ସ୍ପୋର୍ଟ୍ସ କ୍ଲବ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ପ୍ରତିଜ୍ଞା ଟ୍ରଷ୍ଟର ସହାୟତାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ…
Read More...

ବେଲଖଣ୍ଡିରେ ପାଳନ ହେଉଛି ମହାଶିବରାତ୍ରୀ : କୋଭିଡ କଟକଣା ହେତୁ ହେଉନାହିଁ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହିଛି ବେଲଖଣ୍ଡି ଧବଳେ‌ଶ୍ୱର ଶିବ ମନ୍ଦିର । କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନାହିିଁ ମେଳା । କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର,…
Read More...

ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି

ୱାଶିଂଟନ୍ : ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି । ସମ୍ପ୍ରତି ଚୀନ୍ ପାଖରେ ଯେତିକି ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଅଛି, ଆମେରିକା ପାଖରେ ମଧ୍ୟ ନାହିିଁ । ଏହା ଏକ ଭିନ୍ନ କଥା ଯେ, ଚୀନ୍ ନୌସେନାରେ ଏତେ ସଂଖ୍ୟକ…
Read More...

ଜ୍ୟୋତିରାଣୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ଭକ୍ତି ଗଂଗୋତ୍ରୀ’ର ଶୁଭ ଉନ୍ମୋଚନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଲିଟରାରି ଏ‌ଣ୍ଡ ସୋସିଆଲ କ୍ଲବ ପରିସରରେ ପୂଜ୍ୟ ପୂଜା ସେବା ସଂଗଠନ ସହଯୋଗରେ ଜ୍ୟୋତିରାଣୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ଭକ୍ତି ଗଂଗୋତ୍ରୀର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ବରେ…
Read More...

ଅଟୋ ଦୁର୍ଘଟଣାଗ୍ର‌ସ୍ତ : ୧ ଗୁରୁତର, ୮ଜଣ ଆହତ : ଡ୍ରାଇଭର ଫେରାର

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଏକ ଅଟୋ ଦୁର୍ଘଟଣାଗ୍ର‌ସ୍ତ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଦୁର୍ଜନତୈଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଶିଶୁ ଗୁରୁତର ଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ହସ୍ପିଟାଲରେ…
Read More...

କୂଅ ଭିତରେ ଖସି ପଡ଼ିଲା ହାତୀ

ଅନୁଗୁଳ : ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ହାତୀଟି ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା । ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ…
Read More...