Daily Archives

ଗଞ୍ଜେଇ ସହ ଅଟୋ ଓ ସ୍କୁଟି ଜବତ : ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଜକିକିଆ-ମିଡ଼ିଆକିଆ ରାସ୍ତାରେ ନିକଟରେ ଏକ ଅଟୋରେ ଗଞ୍ଜେଇ ଲୋଡ୍ ହୋଇ ଆସୁଥିବା ଖବର ପାଇ ବାଲିଗୁଡା ଥାନା ଏସ୍ଆଇ ଦୀପକ ରାଉତଙ୍କ ସହ ତାଙ୍କ
Read More...

ଜିଲ୍ଲା ଲେଖିକା ପରିଷଦ ବାର୍ଷିକ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ‌ପ୍ରଧାନ) : ବରଗଡ଼ ଜିଲ୍ଲା ଲେଖିକା ପରିଷଦର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଅଧ୍ୟାପିକା ଚାପାନୀ
Read More...

ଜିଲ୍ଲା କନିଷ୍ଠ ବର୍ଗ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ : ପ୍ରୀତିଶ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶିବମ କନ୍ଧେର ଶ୍ରେଷ୍ଠ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା କ୍ରିକେଟ ଆସୋସିଏସନ୍‌ର ଭିଜନ ୨୦୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଜିଲ୍ଲା କ୍ରିକେଟ
Read More...

ମାରିଓ ମେଲେଟା ଜିଲ୍ଲା ନକ ଆଉଟ କ୍ରିକେଟରେ ପଦ୍ମପୁର ଫାଇନାଲ୍‌ରେ : ସୁପର ଜିମ୍ନାସିୟମ ଏବଂ ଲରମ୍ଭା ବିଜୟୀ

ପଦ୍ମପୁର/ ସୋହେଲା, (ନିରୋଜ କୁମାର ପାଣୀ) : ପଦ୍ମପୁର ଓ ସୋହେଲା ଠାରେ ଚାଲିଥିବା ଜିଲ୍ଲା ନକ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜିର ଖେଳରେ ପଦ୍ମପୁର ଜୋନରେ ପଦ୍ମପୁର ବୋଡ଼ାସମ୍ବର କ୍ରିକେଟ୍ କ୍ଲବ ଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ସୋହେଲା ଜୋନ୍‌ରେ ସୁପର ଜିମ୍ନାସିୟମ ଏବଂ ଲରମ୍ଭା
Read More...

କୋଭିଡ୍‌ ଟୀକାକରଣରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଓ ବିକାଶ ସେନାର ଶ୍ରମଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଟିଟିଲାଗଡ ଉପଖଣ୍ଡୀୟ ଡାକ୍ତଖାନା ଠାରେ ସରକାରଙ୍କ ଦ୍ଵାରା ହେଉଥିବା କୋଭିଡ୍ ଟୀକାକରଣ ଅଭିଯାନରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ୟ୍ୟଙ୍କ ନେତୃ‌ତ୍ୱରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏବଂ ଟିଟିଲାଗଡ ବିକାଶ ସେନାର କିଛି
Read More...

ବିଶ୍ୱ ଶାନ୍ତି ରୁଦ୍ର ମହାଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମୁନିନ୍ଦା ପଚାଂୟତ ଅଳଉତା ଗ୍ରାାମର ନୀଳକଣ୍ଠେଶ୍ୱର ଦେବଙ୍କ ପୀଠ ସ୍ଥଳୀରେ ତ୍ରୟୋଦଶ ବାର୍ଷିକ ରୁଦ୍ର ବିଶ୍ୱଶାନ୍ତି ମହାଯଜ୍ଞ ଏବଂ କ୍ଷୀର ସାଗର ଗ୍ରାମବାସୀ ପକ୍ଷରୁ ଅନୁଷ୍ଠିିତ ହୋଇଯାଇଛି । ୪ଦିନ ବ୍ୟାପି ଏହି କାର୍ୟ୍ୟକ୍ରମରେ
Read More...

ବରଗଡ ଜିଲ୍ଲାପାଳଙ୍କ ସୀମାନ୍ତବର୍ତ୍ତୀ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଛତିଶଗଡ ସୀମାନ୍ତବର୍ତ୍ତୀ ଚର୍ଦାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ଠାରୁ ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ, ସରକାରୀ ଯୋଜନାର ରୂପାୟନ ଉପରେ ପ୍ରତ୍ୟକ୍ଷ
Read More...

ସାଉରିଆ ବାରବାଟି ଜଙ୍ଗଲରେ ନିଆଁ : ନିଆଁ ଲିଭାଇଲେ ଡେଲାଙ୍ଗ ଅଗ୍ନିଶମ ବାହିନୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ ସାଉରିଆ ମୌଜାର ବାରବାଟି ଜଙ୍ଗଲରେ ଶନିବାର ସକାଳ ୧୧ଟା ୩୦ରେ କୌଣସି କାରଣରୁ ନିଆଁ ଲାଗି ବାଉଁଶ, ଆମ୍ବ ଆଦି ବହୁ ଗଛ ଜଳିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ ।
Read More...

ଗୁରୁଶ୍ରୀ ଭଗବାନ ସାହୁ ସ୍ମୃତି କମିଟି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କାର୍ୟ୍ୟାଳୟରେ ଆଜି ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ଆବାହକ ଉତ୍ପନ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ.ହଲଧର ନାଗ, ଅଧ୍ୟାପକ ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର
Read More...

ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ଅଞ୍ଚଳର ୩୫ ଦାଦନ ଶ୍ରମିକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ୍ କୁଖ୍ୟାତି ଅର୍ଜନ କରିଛି ସାରା ଭାରତରେ । ଏଠାକାର ଅସହାୟ, ଗରିବ ଶ୍ରେଣୀର ଲୋକମାନେ ସର୍ଦ୍ଦାର୍, ଦଲାଲ ମାନଙ୍କ ମିଠା କଥା ଏବଂ ପଇସା ଲୋଭରେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦି' ପଇସା ଅଧିକ
Read More...
error: Content is protected !!