Daily Archives

୩ ଲକ୍ଷ ଟଙ୍କାର ଖଇର କାଠ ଜବତ : ୩ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ କରକଚିଆ - ଦୁମଦୁମି ରାସ୍ତାରୁ ଖଇରକାଠ ବୋଝେଇ ଦଶ ଚକିଆ ଟ୍ରକ୍ ଜବତ କରିଛି ବନବିଭାଗ । ଜବତ କାଠ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା କୁହାଯାଉଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି
Read More...

ସୁପ୍ରିମ ଟାକ୍ସ ଜେନରାଲ ହସପିଟାଲ ଓ ନେତ୍ରନିକେତନ ଠାରେ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ୍‌ ଓ ନେତ୍ରନିକେତନ ଜ୍ୟୋତିନଗର ଲାଲଟିକିରା ବଲାଙ୍ଗିର ଠାରେ କୋଭିଡ୍‌ ୧୯ ଟୀକାକରଣ କାର୍ଯ୍ୟକ୍ରମ (ବେସରକାରୀ) ଶୁଭାରମ୍ଭ ସିଡିଏମ୍‌ଓ ଡା. ଭୀମ ସାହଙ୍କ କରକମଳରେ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡା. ସୁଧା
Read More...

ପ୍ଲାଟିନମ ଜୁବ୍‌ଲି ଉପଲକ୍ଷେ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲ, ପ୍ରତିଷ୍ଠା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ ଜୁବ୍‌ଲି ପାଳନ କରୁଛି । ଏଇ ପରିପ୍ରେକ୍ଷୀରେ ଆଜି ହାଇସ୍କୁଲ ପରିସରରେ ପ୍ଲାଟିନମ ଜୁବୁଲି ପାଳନ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଏକ ଭବ୍ୟ
Read More...

ବନ୍ୟଜନ୍ତୁ ଶିକାରୀ ଯବାନ୍‌ ଗିରଫ : ବନ୍ଧୁକ ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କରକଚିଆ ଛକରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିଛି । ଯୁବକ ଜଣକର ନାମ ମଣ୍ଟୁ କରନ ଏବଂ ସେ ବାଦୀମୁ‌ଣ୍ଡାର ବୋଲି ଜଣାପଡିଛି । ଆଜି ଭୋର୍‌ ସମୟରେ ଜଙ୍ଗଲରୁ ତିନି ଜଣ ଯୁବକ
Read More...

ଧାନ କ୍ରୟ ନହେବାରୁ ରାଜରାସ୍ତାରେ ଚାଷୀ

ବୌଦ୍ଧ, (ବଂଶୀଧର ମାଝୀ) : ମଣ୍ତିମାନଙ୍କରେ ଟୋକନ ସମସ୍ୟା ଚାଷୀଙ୍କ ମନରେ ଉତ୍କଟ ରୂପ ନେବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଖରିଫ ଧାନ କ୍ରୟ କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ଚାଷୀମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି । ଟୋକନ ସମସ୍ୟାକୁ ନେଇ ଆଜି ସକାଳେ କଣ୍ଟାମାଳ ସେବା ସମବାୟ
Read More...

ଡେଲାଙ୍ଗରେ କଂଗ୍ରେସର ପଦଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାହାତ୍ମା ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ଶତବାର୍ଷିକ ପୂର୍ତ୍ତୀ ଅବସରରେ ଡେଲାଙ୍ଗ ବେରବୋଇ ଗାନ୍ଧୀ ସ୍ମୃତି ପୀଠଠାରୁ ଦାଣ୍ଡମକୁନ୍ଦପୁର ପର୍ୟ୍ୟନ୍ତ କଂଗ୍ରେସର ଏହି ଐତିହାସିକ ପଦଯାତ୍ରା ଜିଲ୍ଲା କଂଗ୍ରେସ ସଭାପତି ଅଜିତ
Read More...

ରାଧାମୋହନ ଦେବ ମଠରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ମଠ, ଘନିପୁର, ଘୋରଡିଆ ପୀଠସ୍ଥଳୀରେ ଗ୍ରାମବାସୀଙ୍କ ତରଫରୁ ବିଶ୍ୱ କଲ୍ୟାଣ ସହ ପରିବେଶକୁ ଶାନ୍ତ ସିଦ୍ଧ ଓ ମଧୁମେୟ କରିବା ଉଦେଶ୍ୟରେ ଶୁକ୍ରବାର ୭ମ ବାର୍ଷିକ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆଦ୍ୟବାସ
Read More...

ବରଗଡ଼ ସାଂସଦ‌ଙ୍କ ଜନଶୁଣାଣୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ୟ୍ୟାଳୟ ଠାରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ । ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ୟ୍ୟାଳୟରେ ଉକ୍ତ
Read More...

ଅପପୃଷ୍ଟି ପରିବାରଙ୍କ ସ୍ୱାସ୍ଥ୍ୟ ତଥା ପୃଷ୍ଟି ସମ୍ୱନ୍ଧୀୟ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ନୁନିଆପାଲି ଓ ଭରସୂଜା ଗ୍ରାମପଂଚାୟତରେ ସିଡବ୍ଲୁଏସ ଭୁବନେଶ୍ୱର ତରଫରୁ ଅପପୁଷ୍ଟି ପରିବାରଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଉଭୟ ପଂଚାୟତର ମୋଟ ୮୨ ଜଣ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ
Read More...

ଲୋଇସିଂହାରେ ଅମୃତ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ସପ୍ତାହ ପୂର୍ବରୁ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ସ୍ଥାନୀୟ ଯୁବ ସ୍ବେଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ନେହେରୁ ଯୁବାକେନ୍ଦ୍ର, ବଲାଂଗିର ଓ ସୁରସଙ୍ଗମ
Read More...