Yearly Archives

2020

ବଲାଙ୍ଗିର ଜିଲ୍ଲାରେ ଆଜି ୨୯ ଜଣ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୯ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ରିନବଚନ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଝାଙ୍କରପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଗନ୍ଧର୍ଲା ଗ୍ରା.ପ.ରୁ ୧, ସିନ୍ଧେକେଲା
Read More...

କବି ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବି ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉନ୍ମୋଚନ ସଭାକୁ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଥିବା ବେଳେ କୋଶଳ ପ୍ରବାହ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ତେଜସ୍ୱୀ ଯାଦବଙ୍କ ନୂଆ ଆକ୍ରମଣ : ନୀତୀଶ କୁମାରଙ୍କ ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ନାମରେ ଗୁରୁତର ଅପରାଧିକ…

ପାଟନା : ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରିଛନ୍ତି । ନୀତୀଶ କୁମାରଙ୍କ ନୂତନ ସରକାରର ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି ବୋଲି ଦାବୀ କରିଛନ୍ତି ତେଜସ୍ୱୀ ଯାଦବ । ଏକ
Read More...

ପୁରୀ ହାଜତ ମୃତ୍ୟୁ ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀ ଜିଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟର ରାଜନୀତି ଜଗତରେ ତୁମ୍‌ମ୍ବି ତୋଫାନ୍‌ ଜୋର୍‌ ଧରିଛି । ଏହି ଘଟଣାକୁ ସାଧାରଣ ଲୋକ,
Read More...

ଆଇନଗତ ଯୁଦ୍ଧରେ ଡୋନାଲ୍ଡ ଟ୍ରମ୍ପ ବିଫଳ : ବାଇଡେନଙ୍କ ଠାରୁ ବିଜୟ ହାସଲ ପାଇଁ ପୁଣି ନୂଆ ରଣନୀତି

ୱାଶିଂଟନ୍ : ମିସିଗାନ୍ ରିପବ୍ଲିକାନ୍ ସାଂସଦମାନେ ଶୁକ୍ରବାର ହ୍ୱାଇଟ୍ ହାଉସରେ ହାଜର ହୋଇଥିଲେ । ବାସ୍ତବରେ, ନିର୍ବାଚନରେ ​​ହାରିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେୟାର ସଂରକ୍ଷଣରେ ଏବେ ବି ନିୟୋଜିତ ଅଛନ୍ତି । ବର୍ତ୍ତମାନ ମିସିଗାନର ସାଂସଦଙ୍କୁ କୁହାଯାଉଛି ଯେ, ଜୋ
Read More...

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦକୁ ଘେରିବାରୁ ପାକିସ୍ତାନକୁ ରକ୍ଷା କରିବାକୁ ଓହ୍ଲାଇଲା ଚୀନ୍

ଇସଲାମାବାଦ : ଆତଙ୍କବାଦକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଉପରେ ବର୍ଷିବା ସମୟରେ ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍ ସାହାଯ୍ୟ କରିବାକୁ ତୁରନ୍‌ନ୍ତ ଓହ୍ଲାଇ ଆସିଛି । ଆତଙ୍କବାଦ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅନ୍ତର୍ଜାତୀୟ ସମାଲୋଚନାର ଶିକାର
Read More...

ନିଜକୁ ସୁସ୍ଥ ରଖିବାର ସୁଗମ ଉପାୟ

ସୁସ୍ଥ ରହିବାକୁ ସମସ୍ତଙ୍କ ପସନ୍ଦ, କିନ୍ତୁ ସୁସ୍ଥ ରହିବାକୁ ଉଦ୍ୟମ କରିବା ଦିଗରେ ସମସ୍ତେ ସଚେତନ ରୁହନ୍ତି ନାହିଁ । ଯାହାଫଳରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ଼ । ସମୟ ସମୟରେ ଖୁବ୍‌ ବେଶୀ ସ୍ୱାସ୍ଥ୍ୟ ବିଗିଡ଼ିବା କାରଣରୁ ଅଯଥାରେ ଗୁଡ଼ାଏ କଷ୍ଟ ଉପାର୍ଜିତ ଅର୍ଥ ବି ଖର୍ଚ୍ଚ
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ ସାଁସ୍ କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସାଁସ୍ କାର୍ଯ୍ୟକ୍ରମ ପାଇଁ ପାଇକମାଲ ବ୍ଲକ ସ୍ଥିତ ସଭାଗୃହ ଠାରେ ଇତି ମଧ୍ୟରେ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ
Read More...

ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ, ତୃତୀୟ ଜଣଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ମଥୁରାର ଗୋବର୍ଦ୍ଧନ ଆଶ୍ରମରେ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ରହିଥିବା ଖବରରେ କୁହାଯାଇଛି । ଦୁଇ ସାଧୁଙ୍କର ସନ୍ଦେହଜନକ ମୃତ୍ୟୁଚୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ ତିନି ସାଧୁ ଗୋବର୍ଦ୍ଧନ ମାର୍ଗର ଗିରିରାଜ
Read More...

ସ୍କୁଲ ବନ୍ଦ ପ୍ରସଙ୍ଗରେ ଆତ୍ମହତ୍ୟା ଧମକ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର : ସାରା ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ତୁ‌ମ୍ବି ତୋଫାନ୍‌ ଦେଖା ଦେଇଥିବା ବେଳେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ବିଧାନସଭାରେ ଆତ୍ମାହୁତି ଦେବି । ବେକ କାଟି ମରିବି ବୋଲି କଂଗ୍ରେସ
Read More...