ସ୍କୁଲ ବନ୍ଦ ପ୍ରସଙ୍ଗରେ ଆତ୍ମହତ୍ୟା ଧମକ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର : ସାରା ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ତୁ‌ମ୍ବି ତୋଫାନ୍‌ ଦେଖା ଦେଇଥିବା ବେଳେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ବିଧାନସଭାରେ ଆତ୍ମାହୁତି ଦେବି । ବେକ କାଟି ମରିବି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ସରକାରଙ୍କୁ ଚରମ ଧମକ ଦେଇଛନ୍ତି ।

Leave A Reply

Your email address will not be published.