pakka

ପ୍ରକାଶିତ ହେଲା ପୈାର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି । ଆଜି ସ୍ୱାଧୀନ ପ୍ରାର୍ଥିନୀ ମାମି ମିଶ୍ର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ । ଚୁଡାନ୍ତ ତାଲିକାରେ ଭାଜପାରୁ ଅନୁରାଧା ଅଗ୍ରୱାଲ, ବିଜେଡିରୁ କଳ୍ପନା ମାଝୀ, କଂଗ୍ରେସରୁ ତପସ୍ଵିନୀ ବେହେରା, ପାରୁ ଦେବିକକା ଦେହେରୀ, ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରୀତିକନା ମଜୁମଦାର, ଦେବକୀ ସିକ୍କା, ରାଜକୁମାରୀ ଦାଶ, ସସ୍ମିତା ଦାସ ଜୋହ୍ନା ଚୌହାନ ରହିଛନ୍ତି । ଆସନ୍ତା ୨୪ ତାରିଖରେ ସକାଳ ୮ ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ୧୯ଟି ୱାର୍ଡର ୬୫ ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ ।

jay balangir
Leave A Reply

Your email address will not be published.

1 × five =