pakka

ନୂତନ ଭାବେ ନିର୍ବାଚିତ ହୋଇଥିବା ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଭାବେ ନିର୍ବାଚିତ ହୋଇଥିବା ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ୍ – ୨୦୨୨ ନେ ଲୋକଙ୍କର୍ ଗୁରଦୁଟେ ଭଲପାଏବାରଟା ପାଇକରି ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହିସାବେ ଜିତିଥିବାର୍ ଶ୍ରୀମତୀ ଦେବକୀ ସାହୁଙ୍କୁ ମୋର ଶୁଭେଚ୍ଛା। ଆଏବାର୍ ସମିଆନେ ସମକର୍ ଭରଷା ହିସାବେ ସେମାନଙ୍କର୍ ବିକାଶ୍ ର ସବୁ ସପନ୍ ପୁରା କରବାରକେ ସେ ଉତ୍ସର୍ଗୀକୃତ ଭାବେ କାମ୍ କରବେ ବଲି ମୋର ଆଶା ।

jay balangir
Leave A Reply

Your email address will not be published.

5 − 2 =