Browsing Tag

baragrh news

ନିରବୀ ଗଲା ପୁଷ୍ପାଞ୍ଜଳିଙ୍କ ପ୍ରେରଣାର ସ୍ୱର

ବରଗଡ, (ନିରୋଜ କୁମାର ପାଣୀ) : ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଏନ୍‌ଏସି ୱାର୍ଡ ନମ୍ୱର୍ ୧୦ ରେ । ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣ ମଣିଷର ସ୍ୱରକୁ ଲୋକଲୋଚନକୁ…
Read More...

ପ୍ରକାଶିତ ହେଲା ପୈାର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି । ଆଜି ସ୍ୱାଧୀନ ପ୍ରାର୍ଥିନୀ ମାମି ମିଶ୍ର ପ୍ରାର୍ଥୀ ପତ୍ର…
Read More...

ନିଷ୍ଠା ପରିବାର ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଷ୍ଠା ପରିବାର ଓ ଗାଇସୀମା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗାଇସୀମା ରାଜୀବ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ର ଜଣାଶୁଣା ଡାକ୍ତର ନିଶାନ୍ତ ଦେବତା ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ…
Read More...

ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାର ପ୍ରତିରୋଧ କରିବା ପାଇଁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି ।…
Read More...

ବରଗଡ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ : ୫୦୦ରୁ ଅଧିକ ପ୍ରତିଯୋଗୀ କଲେ ଅଂଶଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, କ୍ଲବର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ…
Read More...

କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଛାତ୍ର ଅସୁସ୍ଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ…
Read More...

ଡାକ୍ତର ଶଙ୍କର ରାମଚନ୍ଦାନୀ ସତ୍ୟରମ୍ଭା ସମ୍ମାନରେ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଦିନିକିଆ ସତ୍ୟରମ୍ଭା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ କରମଚାନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ…
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ତଥା ଡିଜିଟାଲ ୱିଙ୍ଗର ମୁଖ୍ୟ ସୁବ୍ରତ ଛାଟୋଇ ଓ…
Read More...

ଦରପନ୍ ସାହିତ୍ୟ ସମ୍ମାନ ୨୦୨୧ ପାଇଲେ କବି ରାଜେଶ ଦଣ୍ଡସେନା

ବରଗଡ, (କେପିଏନ୍ଏସ୍) : କବିତା ଭିତରେ ହଜିଯାଇଥିବା କଲମ ମୁନରେ ରଚି ଦେଉଥିବା ସମାଜର କୁସଂସ୍କାର, ଅନ୍ୟାୟ ଅତ୍ୟାଚାର ଉପରେ କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରନ୍ତି କବି ରାଜେଶ ଦଣ୍ଡସେନା । ବେଳେ ବେଳେ ହାସ୍ୟ ଏବଂ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକମାନଙ୍କୁ ହସର ଖୋରାକ ଦେବା ପାଇଁ…
Read More...

ଭିଜିଲାନ୍ସ ଜାଲରେ ପଡିଲେ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ

ବରଗଡ଼, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ । ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ…
Read More...