ନୀତୀଶ ପୁଣି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ । ଆଜି ଅନୁଷ୍ଠିତ ଏନଡିଏ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଡିଏ ନେତା ଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି । ପର୍ୟ୍ୟବେକ୍ଷକ ରାଜନାଥ ସିଂହ ଏନଡିଏ ନେତା ଭାବେ ନୀତୀଶଙ୍କ ନାମ ଘୋଷଣା କରିଛନ୍ତି । କିଛି ସମୟରେ ରାଜ୍ୟପାଳଙ୍କୁ ଭେଟି ନୀତୀଶ ସରକାର ଗଠନ କରିବା ପାଇଁ ଦାବି କରିବେ ବୋଲି ଜଣାଯାଇଛି ।

Leave A Reply

Your email address will not be published.