Monthly Archives

October 2026

ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ

ଝାଡୁ ମାରିଲେ ଜିଲ୍ଲାପାଳ, ଏସ୍‌ପି ଓ ଏଡିଏମ୍‌ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ୱଚ୍ଛତା ହିଁ ସେବା- ୨୦୨୬ ଅବସରରେ “ଏକ ପେଡ୍ ମା' କେ ନାମ” ବିଷୟବସ୍ତୁକୁ ଆଧାର କରି ସୋନପୁର ପୌରପରିଷଦ ପକ୍ଷରୁ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହରର ଇଷ୍ଟଦେବ…
Read More...

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ବିକାଶ ପରିଷଦ ସୋନପୁର ଶାଖା ତରଫରୁ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷଷ୍ଠରୁ ଦଶମ ଶ୍ରେଣୀର ଜୁନିୟର ବର୍ଗର ୭ ଗୋଟି ବିଦ୍ୟାଳୟର…
Read More...

ବଲାଙ୍ଗିରରେ ମହିଳା କ୍ରିକେଟର ଦ୍ୱିତୀ ରାଣୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଗୌରବ ବଢ଼ାଇଥିବା ଭାରତୀୟ ମହିଳା କ୍ରିକେଟ ଖେଳାଳି ଦ୍ୱିତୀ ରାଣୀ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ବଲାଙ୍ଗିର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାସମାରୋହରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।…
Read More...

ବ୍ରାହ୍ମଣ ମହାସଭାର ସାମୁହିକ ତିଳ ତର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ଆନୁକ୍ରୂଲ୍ୟରେ ପଣ୍ଡିତ ସନ୍ତୋଷ କୁମାର ଶତପଥିଙ୍କ ପୌରହିତ୍ୟରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ନିଜ…
Read More...

ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲରେ ଚାମ୍ପିଅନ୍‌ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଭୋଟର ତାଲିକାରେ ନାମ ସାମିଲ ଏବେ ଆହୁରି ସହଜ : ଫର୍ମ-୬ରୁ ହଟିଲା ୨୦୦୨ ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ । ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨…
Read More...

ସୀତାନଗରରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସୀତାନଗରରୁ ଏକ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମରେ ଏକ ଜାଲରେ ସାପଟି ଛନ୍ଦି ହୋଇଯାଇଥିବା ସ୍ଥାନୀୟ ଅଂଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ବନ୍ୟ ପ୍ରାଣୀ ସୁରକ୍ଷା…
Read More...

୬୫ ତମ ସାହାଣୀ କପ୍ ଫୁଟବଲ୍ : ବରଗଡ଼କୁ ୧-୦ ହରାଇ କଟକ ଚାମ୍ପିଅନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇଥିବା ୬୫ତମ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍‌ରେ କଟକ ଓ ବରଗଡ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ଶେଷ ମୁହୂର୍ତ୍ତରେ ୮୮ ମିନିଟ୍‌ରେ କଟକ ଦଳର ୧୮…
Read More...

ନୃସିଂହନାଥ ଠାରେ ଚାଲିଥିବା ବନୌଷଧି ଦର୍ଶନ ଦ୍ୱିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ୟ ମହାସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ନୃସିଂହନାଥ ଆୟୋସିଲ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଦ୍ୱିତୀୟ ଦିବସରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା…
Read More...

ବ୍ୟାଙ୍କ ଖାତା ଖୋଲିବା ପରେ ବି ଭତ୍ତା ଅପେକ୍ଷାରେ ଭିନ୍ନକ୍ଷମ ମଞ୍ଜୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ପଞ୍ଚାୟତ ଅନ୍ତର୍ଗତ ମଖନମୁଣ୍ଡା ଗ୍ରାମର ହରିଜନପଡ଼ାର ଭିନ୍ନକ୍ଷମ ମଞ୍ଜୁ ବାଗଙ୍କୁ ଗତ ୫ ମାସ ହେଲା ବର୍ଦ୍ଧିତ ଭତ୍ତା ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଭତ୍ତା ପାଇବା ପାଇଁ ବ୍ୟାଙ୍କ ଖାତା…
Read More...