Monthly Archives

October 2026

ବାଲି ଚାଲାଣ ଅଭିଯୋଗରେ ଜଣେ ଗିରଫ : ବାଲି ବୋଝେଇ ହାଇୱା ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଲି ଚୋରା ଚାଲାଣ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପୁଲିସ ଜଣେ ହାଇୱା ଚାଳକଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ଏଥିସହ ବାଲି ବୋଝେଇ ହାଇୱାକୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ : ସରକାରଙ୍କ ଆଦିବାସୀ ଦମନନୀତି ପ୍ରତିବାଦରେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା ।…
Read More...

ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ସାମିଲ କରାଇବାର ସୁଯୋଗ ଅବ୍ୟାହତ ରହିଛି । ଏଥିପାଇଁ ଯୋଗ୍ୟ…
Read More...

ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବିରେ ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ପ୍ରଥମ ମହିଳା ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ଓ ମହିଳାଙ୍କ ସୁରକ୍ଷା ସହ ବିଭିନ୍ନ ଦାବି ନେଇ ବଲାଙ୍ଗିରରେ ଅନୁଷ୍ଠିତ ହୋଇଛି ଏଆଇଏମଏସଏସର ପ୍ରଥମ ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀ । ବଲାଙ୍ଗିର ଗନ୍ଧରେଲ ସ୍ଥିତ ଗଙ୍ଗାଧର ମେହେର ପାଠାଗାର ପରିସରରେ ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ…
Read More...

ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ବିମାନ ସେବା ଚାଲୁ କରିବା ପ୍ରସଙ୍ଗ

୨୫ଟି ସାମାଜିକ ସଂଗଠନର ଚିଠି ସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ଦୁର୍ଗା ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଅନ୍ୟତମ ସ୍ମାର୍ଟ ସିଟି ଭାବରେ ମାନ୍ୟତା ପାଇଥିବା ଆମ ଷ୍ଟିଲ ସିଟି ରାଉରକେଲାରୁ ଦେଶରେ ବିଭିନ୍ନ ରାଜ୍ୟ ଅର୍ଥାତ କଲିକତା, ବେଙ୍ଗାଳୁରୁ,…
Read More...

ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ୧୦୪ତମ ଜୟନ୍ତୀ ପାଳିତ

ଚିତ୍ତରଞ୍ଜନ ଦାସଙ୍କ ଜୀବନ ଥିଲା ଆରୋହଣ ଓ ଅବରୋହଣର ସମନ୍ୱୟ ରାଉରକେଲା, (ସସ୍ମିତା ପ୍ରଧାନ) : ​ଓଡ଼ିଆ ସାହିତ୍ୟ ଏବଂ ଚିନ୍ତାଜଗତର ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ଚିତ୍ତରଞ୍ଜନ ଦାସ (ଚିତ୍ତ ଭାଇ) କେବଳ ଜଣେ ସାଧାରଣ ଲେଖକ ନଥିଲେ; ସେ ଥିଲେ ଜଣେ ଗଭୀର ଅନ୍ୱେଷକ । ଜ୍ଞାନ, ଦର୍ଶନ,…
Read More...

ବାରିପଦା କଳାକାର ପରବାରର ସାଧାରଣ ପରିଷଦ ବୈଠକ

‘ବାରିପଦା କଳାକାର ପରିବାର ସମ୍ମାନ’ରେ ସମ୍ମାନିତ ହେଲେ ବରିଷ୍ଠ ନାଟ୍ୟଶିଳ୍ପୀ ଚିନ୍ମୟ ଦାସ ପଟ୍ଟନାୟକ ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବାରର ସଭାପତି…
Read More...

ଭଂଜପୁର ଦୁର୍ଗାପୂଜା ପାଇଁ କମିଟି ଗଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଂଜପୁର ଛକରେ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କର ୩୯ତମ ସାର୍ବଜନୀନ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଶାନ୍ତିଶୃଙ୍ଖଳା ସହ ପୂଜାବିଧି ସମ୍ପନ୍ନ କରିବା ପାଇଁ ଏକ ପରିଚାଳନା କମିଟି ଗଠିତ ହୋଇଯାଇଛି । ପୂର୍ବତନ ବିଧାୟକ ରାଜକିଶୋର ଦାସ…
Read More...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା କଲମପୁର ଲଙ୍କେଶ୍ୱରୀ ପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଛି । ମୃତ ମହିଳା ଜଣକ ହେଲେ ଦୀପାଞ୍ଜଳି ନିମୁଲିଆ (୨୩) । ଏହା ଆତ୍ମହତ୍ୟା…
Read More...

୨ ନାବାଳକଙ୍କୁ ଚାପିଦେଲା ଟ୍ରାକ୍ଟର : ଜଣେ ମୃତ, ଜଣେ ଆହତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପୁଅର ଦୀର୍ଘାୟୁ କାମନା ପାଇଁ ମା' ମାନେ ଦ୍ୱିତିବାହାନ ଓଷା କରୁଥିବା ବେଳେ ଅନ୍ୟପଟେ ପୁଅ ସାଇକେଲରେ ଯାଉଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ୨ ନାବାଳକଙ୍କୁ ଚାପିଦେଲା ଟ୍ରାକ୍ଟର । ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛି ।…
Read More...