Monthly Archives

October 2026

ଗେଟସରୋବରପଡାରେ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଗେଟସରୋବରପଡା ସ୍ଥିତ ଡ. ବି. ଆର. ଆମ୍ବେଦକର ତରଫରୁ ନୂଆଁଖାଇ ଭେଟଘାଟ ମହାସମାରୋହରେ ପାଳିତ ହୋଇଯାଇଛି । ନୂଆଁଖାଇ ଏକ ଭାଇଚାରାର ପର୍ବ । ଏହି ପର୍ବ ସମସ୍ତଙ୍କୁ ଏକଜୁଟ କରିଥାଏ ଏବଂ ଏକତାର ବାର୍ତ୍ତା ଦେଇଥାଏ । ଏହି ପର୍ବର ମହକ ସମଗ୍ର…
Read More...

ଅନନ୍ୟ ପ୍ରତିଭାର ଅଧିକାରୀ ଯୋଗେଶ୍ୱର ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଅଞ୍ଚଳର ଜଣେ ଅନନ୍ୟ ପ୍ରତିଭା, ସୁନାମଧନ୍ୟ ସରକାରୀ କର୍ମଚାରୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଓଁ ଯୋଗେଶ୍ୱର ମିଶ୍ର । ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଯୋଗେଶ୍ୱର ମିଶ୍ରଙ୍କ ସ୍ଥାୟୀ ବାସସ୍ଥାନ ଥିଲା ବଲାଙ୍ଗିର ସହରର କନ୍ଧପାଲି ପଡ଼ା ।…
Read More...

ଭାଗବତ ଓ ଗଙ୍ଗାଧରଙ୍କର ସାହିତ୍ୟ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦମୟନ୍ତି କଲେଜ ଶାନ୍ତିପଡା ଠାରେ ଭାଗବତ ତଥା ଗଙ୍ଗାଧରଙ୍କ ସୀତା ଶିର୍ଷକ ଆଲୋଚନା ଚକ୍ର ହୋଇଥିଲା । ଉଭୟ ଫଟୋଚିତ୍ରରେ ଦୀପ ପଜ୍ୱଳନ କରିଥିଲେ ବରିିଷ୍ଠ ଅଧ୍ୟାପିକା ଶୁଭସ୍ମିତା ଗଡତିଆ । ରଶ୍ମି ପାତ୍ର ମଂଚ ପରିଚାଳନା କରିଥିଲେ । ଡ. ଭବାନୀ ଶଙ୍କର ଶତପଥି…
Read More...

ହମିରପୁରରେ ମହିଳାଙ୍କ ମଦମୁକ୍ତି ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହମିରପୁର ମାସ୍ ଗୃପଙ୍କ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ମହିଳା ମାନଙ୍କ ଦ୍ଵାରା ଏକ ମଦମୁକ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସମାଜସେବୀ ସ୍ମିତା ମହାପାତ୍ରଙ୍କ…
Read More...

ଛଠ ମହାପର୍ବର ଭବ୍ୟ ଆୟୋଜନ ପାଇଁ କେନ୍ଦ୍ରୀୟ ଛଠ ପୂଜା ସମିତିର ବୈଠକ : କୃଷ୍ଣା ସାହୁ ଚିଫ୍ କୋଅର୍ଡିନେଟର, ପ୍ରମୋଦ…

ରାଉରକେଲା, (ସସ୍ମିତା ପ୍ରଧାନ) : ଲୋକ ଆସ୍ଥାର ମହାପର୍ବ ଛଠ ପୂଜାକୁ ଏହି ବର୍ଷ ଅଧିକ ଭବ୍ୟ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ପାଇଁ କେନ୍ଦ୍ରୀୟ ଛଠ ପୂଜା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ହନୁମାନ ବାଟିକା ସ୍ଥିତ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ସେବା ସଂକଳ୍ପ ଅଭିଯାନ : କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । 'ମାନବ ସେବା ହିଁ ମାଧବ ସେବା'—ଏହି…
Read More...

କେସିଙ୍ଗା ମହାସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୬ ତାରିଖରେ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ପ୍ରେସଡେ ପାଳନ ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ୍ ବୃନ୍ଦାବନ ଇନ ଠାରେ ସଭାପତି ଦୟାନିଧି ସୁନାନୀଙ୍କ…
Read More...

ବିବେକାନନ୍ଦ ନଗରରେ ପୁଣି ଘରେ ଚୋରି : ନିର୍ମାଣାଧୀନ ଘରୁ ଇଲେକ୍ଟ୍ରି ଓ ଟାଇଲ୍ସ ମିସ୍ତ୍ରୀଙ୍କ ସାମଗ୍ରୀ ଲୁଟ୍

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ବିବେକାନନ୍ଦ ନଗରରେ ପୁଣିଥରେ ଘରେ ଚୋରି ଘଟଣା ସାମ୍ନାକୁ ଆସିଛି । ନିର୍ମାଣାଧୀନ ଏକ ଘରେ ପଶି ଚୋରମାନେ ଇଲେକ୍ଟ୍ରି ମିସ୍ତ୍ରୀ ଓ ଟାଇଲ୍ସ ମିସ୍ତ୍ରୀଙ୍କ ବିଭିନ୍ନ ମେସିନ୍ ସହ ଘରେ ଥିବା ଇଲେକ୍ଟ୍ରିକ୍ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି…
Read More...

ରାଜ୍ୟରେ ବିପର୍ଯ୍ୟୟ ପାଣ୍ଠିରେ ୬ ହଜାର କୋଟିରୁ ଅଧିକ ଟଙ୍କା ଅଛି କିନ୍ତୁ ବିପନ୍ନଙ୍କ ଦୁର୍ଦ୍ଦଶା ସରୁନି

ବିପର୍ଯ୍ୟୟ ପାଣ୍ଠି ଖର୍ଚ୍ଚରେ ଅବହେଳା କରାଯାଉଛି – ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବନ୍ୟା, ବାତ୍ୟା ଓ ମରୁଡି ସମୟରେ କ୍ଷତିଗ୍ରସ୍ତ ଚାଷୀ, ବିପନ୍ନ ଜନତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ସମସ୍ତ ରାଜ୍ୟରେ ପ୍ରାକୃତିକ…
Read More...

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ହୋଇଯାଇଛି । ସୋନପୁର ମେଡିକାଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର…
Read More...