Monthly Archives

October 2026

ସାଂସଦ ପୁଅକୁ ଜିଉନ୍ତିଆ ପିନ୍ଧାଇଲେ ମାଆ, ମାଗିଲେ ଦୀର୍ଘାୟୁର ଆଶୀର୍ବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପାରମ୍ପରିକ ଗଣପର୍ବ ହେଉଛି ପୁଅ ଜିଉନ୍ତିଆ ବା ଦ୍ୱିତିବାହନ ଓଷା । ପୁଅର ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ମାଆମାନେ ଏହି ଓଷା ପାଳନ କରିଥାଆନ୍ତି । ପୂଜା ପରେ ପୁଅକୁ ଦୁବ ଓ ଜିଉନ୍ତିଆ ପିନ୍ଧାଇ ମାଆ ତା'ର ଦୀର୍ଘ ଜୀବନ…
Read More...

ଓଡ଼ିଶାରୁ ଶୀଘ୍ର ଫେରିପାରେ ମୌସୁମୀ ବାୟୁ

ଭୁବନେଶ୍ୱର : ଓଡ଼ିଶାରୁ ଚଳିତବର୍ଷ ମୌସୁମୀ ବାୟୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରେ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ଫେରିଯିବା ନେଇ ପାଗ ଅନୁକୂଳ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା,…
Read More...

ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୁଲିସ ଗୁଳି, ବାଇକ୍‌ ଓ ନକଲି ବନ୍ଧୁକ ଜବତ

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ କାବୁ କରିବା ବେଳେ ପୁଲିସର ଗୁଳିମାଡ଼ । ୪ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଶ୍ରୀଧର ପଣ୍ଡା ଓରଫ ସନ୍ତୋଷକୁ ଅନ୍ଧାରୁଆ ଜଙ୍ଗଲରୁ କାବୁ କରିଛି ସ୍ପେସାଲ ସ୍କ୍ୱାଡ୍‌ ଓ ନୂଆପଲ୍ଲୀ…
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗ ପକ୍ଷରୁ ୨୦୨୬-୨୮ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବା ଏବଂ ବିଭାଗର ଶିକ୍ଷା, ଗବେଷଣା ଓ ବୃତ୍ତିଗତ ପରିବେଶ ସହ ପରିଚିତ କରାଇବା…
Read More...

ଶିମିଳିପାଳ ଅଭୟାରଣ୍ୟର ପ୍ରବେଶ ପଥ ପୀଠାବଟାଠାରେ ପର୍ଯ୍ୟଟକଙ୍କ ସୁବିଧା ତଥା ସ୍ଥାନୀୟ ଆଦିବାସୀ ମହିଳାମାନଙ୍କ ଆର୍ଥିକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିମିଳିପାଳ ଅଭୟାରଣ୍ୟର ପ୍ରବେଶ ପଥ ପୀଠାବଟାଠାରେ ପର୍ଯ୍ୟଟକଙ୍କ ସୁବିଧା ତଥା ସ୍ଥାନୀୟ ଆଦିବାସୀ ମହିଳାମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ‘ଶିମିଳି କାଫେ’ର ଶୁଭାରମ୍ଭ ହୋଇଯାଇଛି । ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ…
Read More...

ଜନସମ୍ପର୍କ ପଦଯାତ୍ରା ନେଇ ବିଜେଡିର ପ୍ରସ୍ତୁତି ବୈଠକ

ଡବଲ ଇଞ୍ଜିନ ସରକାରର ବିଫଳତା ନେଇ ଲୋକଙ୍କ ନିକଟକୁ ଯିବ ବିଜେଡି ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଜେଡିର ଜନସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଭପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସମ୍ପର୍କ…
Read More...

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ନିର୍ବାଚନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମୟୂରଭଞ୍ଜ ଶାଖାର ବାରିପଦା ଉପଖଣ୍ଡ ସ୍ତରୀୟ ନିର୍ବାଚନ ଅସନଯୋଡ଼ା ସ୍ଥିତ ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନୀ ବୈଠକ ବିଦ୍ୟାଳୟର…
Read More...

ଆରସିସି ଅନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଆରସିସି ଅନୁଷ୍ଠାନ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କବି ବିଷ୍ଣୁ ଶତପଥି ଉଭୟ ମହାପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କବି ବିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳିତ :
ବିଧୁସ୍ମୃତି ଉନ୍ମୋଚିତ

କବି ବିଧୁଭୂଷଣ ଗୁରୁ ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ : ପ୍ରଫେସର ମଧୁସୂଦନ ପତିପ୍ରତାପ କୁମାର ଦାଶଙ୍କ ଇଂରାଜୀ ପୁସ୍ତକ ‘ମୋଡର୍ଣ୍ଣ ଇଂଲିଶ ଗ୍ରାମାର ଏଣ୍ଡ ଉସେଜ’ ଉନ୍ମୋଚିତଗାଳ୍ପିକା ମଂଜୁବାଳା ପଣ୍ଡାଙ୍କୁ ବିଧୁଭୂଷଣ ଗୁରୁ ସ୍ମୃତି ସମ୍ମାନ ଓ ଡ. ଗୋବର୍ଦ୍ଧନ ନାୟକଙ୍କୁ…
Read More...

ବଲାଙ୍ଗିରରେ ଜମିବ କ୍ରୀଡ଼ା ମହାକୁମ୍ଭ, ଅକ୍ଟୋବର ୧୨ରୁ ରାଜ୍ୟସ୍ତରୀୟ ସ୍କୁଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ବ୍ୟାଡମିଣ୍ଟନ, ଫେନସିଂ, ଥାଙ୍ଗ-ତା ଏବଂ କ୍ରିକେଟ୍ ପ୍ରତିଯୋଗିତା- ୨୦୨୬ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଓଡ଼ିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ଚାମ୍ପିଅନସିପ୍‌ରେ ୧୪…
Read More...