Monthly Archives

October 2026

‘ସେବା ସେତୁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ନୂଆଗାଁ ବ୍ଲକରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ‘ସେବା ସେତୁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଓ ପୂର୍ବତନ ବିଧାୟକ ଶଙ୍କର ଓରାମ, ଜିଲ୍ଲାପାଳ ଡା. ଶୁଭଙ୍କର…
Read More...

ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେତବାଡ଼ି ଗ୍ରାମରେ ଦୀର୍ଘ ମାସ ଧରି ଉତ୍କଟ ଜଳକଷ୍ଟ ଲାଗିରହିଛି । ଗ୍ରାମରେ ୧୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସମସ୍ତଙ୍କ ଭରସା କେବଳ ଗୋଟିଏ ନଳକୂପ । ହେଲେ ଏହି…
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ କଁସିଲ ବିକାଶ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଲ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଁସିଲ ବିକାଶ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ…
Read More...

ୟୁଏଇରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର : ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ଟିମ୍‌କୁ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୟୁଏଇରେ ସମ୍ବଲପୁରୀ ଲୋକକଳା ଓ ସଂସ୍କୃତିର ପ୍ରଚାର-ପ୍ରସାର କରିଥିବା ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର କଳାକାର ଦଳକୁ ପଦ୍ମପୁର ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ୨୭ ସେପ୍ଟେମ୍ବରରେ ୟୁଏଇରେ ଆୟୋଜିତ ନୂଆଁଖାଇ…
Read More...

ଜାମସେଠ ପଞ୍ଚାୟତରେ ବିଜେପିର ଶକ୍ତି ବୃଦ୍ଧି : ୩୫ ଜଣ କର୍ମୀ ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଜାମସେଠ ପଞ୍ଚାୟତର ୩୫ ଜଣ ବିଜେଡି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ…
Read More...

ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକଚକ୍ୟପୂର୍ଣ୍ଣ ଅତ୍ୟାଧୁନିକ ଦୁନିଆରେ ନିଜର ଆବଶ୍ୟକତା ଓ ଇଚ୍ଛା ପୂରଣ କରିବାକୁ ଯାଇ ମଣିଷ ଅନେକ ପନ୍ଥାକୁ ଅନୁସରଣ କରୁଛି। କିନ୍ତୁ ଭୁଲିଯାଉଛି ନିଜର ପ୍ରକୃତ କର୍ତ୍ତବ୍ୟ ଓ ହରେଇ ବସୁଛି ନିଜର ପ୍ରକୃତ ପରିଚୟ । ବେଦ, ଉପନିଷଦ, ପୁରାଣରେ ବର୍ଣ୍ଣିତ ତଥା…
Read More...

ବଲାଙ୍ଗିର ଲାଲଟିକ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍ ଧକ୍କାରେ ଯୁବକ ମୃତ । ବଲାଙ୍ଗିର ସହରର ଲାଲଟିକିରା ଡିପ୍ଲୋମା ଛକ ତଥା ଇରିଗେସନ ଅଫିସ ସାମ୍ନାରେ କୃପାମୟୀ ନାମକ ଏକ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ମୃତ ଯୁବକ ଲାଲଟିକ୍ରାର ଇଶ୍ୱର ମାଝୀ ବୋଲି…
Read More...

ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେବାଶିଷ ସିଂହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ । ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ଦେବାଶିଷ ସିଂହ ନୂତନ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପ୍ରଥମେ ସୋନପୁରର ଇଷ୍ଟଦେବୀ ମା' ସୁରେଶ୍ଵରୀଙ୍କୁ ଦର୍ଶନ…
Read More...

ଉର୍ମିଳା ମେମୋରିଆଲ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଝଲପ ଗାଁରେ ଆଜି ଉର୍ମିଳା ମେମୋରିଆଲ ହସ୍ପିଟାଲ ପକ୍ଷରୁ ପଲ୍ଲୀ ପ୍ରଗତି ପାଠାଗାର ଓ ନେତାଜୀ ଯୁବକ ସଂଘ ଝଲପର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ଏହି…
Read More...

ଚାନ୍ଦୋତରାରେ ନିଖିଳ ଓଡ଼ିଶା ବୈଶ୍ୟ ଶୁଣ୍ଢୀ ସମାଜର ନୂଆଁଖାଇ ଭେଟଘାଟ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ନିଖିଳ ଓଡ଼ିଶା ବୈଶ୍ୟ ଶୁଣ୍ଢୀ ସମାଜ, ପଶ୍ଚିମାଞ୍ଚଳ ଓଡ଼ିଶା ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦୋତରା ଗ୍ରାମ ପଞ୍ଚାୟତଠାରେ ଭବ୍ୟ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟଘାଟ…
Read More...