Monthly Archives

October 2026

ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍ ଡକାୟତି ଯୋଜନା ପଣ୍ଡ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍ ଡକାୟତି ଯୋଜନା ପଣ୍ଡ ଜିଆର୍‌ପିଏସ୍‌ ଓ ଆରପିଏଫ୍‌ର ଚଢାଉ, ୪ ଗିରଫ ସହ ଜଣେ ଫେରାର । ଗିରଫ ଅଭିଯୁକ୍ତ ମାନେ ହେଲେ, କେ. ରବି କୁମାର ଗିରିମାର୍କେଟ, ଏନ୍. ପ୍ରସାଦ ପାତ୍ର ଲାଞ୍ଜିପଲ୍ଲୀ, ବିଭୂତି ଭୂଷଣ ଦାସ…
Read More...

ଆନ୍ତର୍ଜାତୀୟ ଗୁରୁ ଦିିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସମ୍ପାଦକ ହରେକୃଷ୍ଣ ରଥଙ୍କର ଆବାହନ କ୍ରମେ ଆଜି ଅପରାହ୍ନ ଘ.୨.୩୦ମି.ରେ ମିଶନ ବାଳକ ଉ.ପ୍ରା. ସ୍କୁଲ ଦୁର୍ଯ୍ୟୋଧନ ପସାୟତଙ୍କ ଅଧ୍ୟକ୍ଷତାରେ ଆଚାର୍ଯ୍ୟ ସୁଚିତ୍ରା ସୁନା ଓ ଧୃବରାଜ ଚୋପଦାରଙ୍କ…
Read More...

କଁସିଲ ବିକାଶ ଯୁବା ମଞ୍ଚ ନୂଆଁଖାଇ ଭେଟଘାଟ -୨୦୨୬ ଅନୁଷ୍ଠିତ

"ଆମ କୃଷି ପ୍ରଧାନ ସମାଜର ଭାତୃତ୍ୱ ଓ ଏକତାର ସୂତ୍ରକୁ ଅତୁଟ ଭାବେ ବାନ୍ଧି ରଖିଛି" ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଲ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଁସିଲ ବିକାଶ ଯୁବା…
Read More...

କଲଭର୍ଟ ରାସ୍ତାରେ ବୃହତ୍‌ ଗର୍ତ୍ତ : ବିପଦରେ ଶହ ଶହ ଛାତ୍ରଛାତ୍ରୀ

୫ ଲକ୍ଷ ଟଙ୍କାର ଉନ୍ନତିକରଣ ପରେ ଅଳ୍ପଦିନରେ ବେହାଲ, ନିର୍ମାଣ ମାନକୁ ନେଇ ପ୍ରଶ୍ନ ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି, ହେଲେ ନିର୍ମାଣର ସ୍ଥାୟୀତ୍ୱ ନେଇ ପୁଣି ଉଠିଛି ପ୍ରଶ୍ନ । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ…
Read More...

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି : ୫୯ ଗୋଟି ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାରେ ଆଜି ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା…
Read More...

ବଙ୍ଗୋମୁଣ୍ଡା ତହସିଲରେ ଅନଶନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଫିସରେ ଦୁର୍ନୀତି ଅଭିଯୋଗକୁ ନେଇ ତେଜିଲା ପ୍ରତିବାଦ । ଓଡ଼ିଶା ଜନତା କଂଗ୍ରେସ ଦଳ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିବା-ରାତ୍ର ଅନଶନ । ଦଳର ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ…
Read More...

ଦୁଇ ଜଣ କର୍ମଚାରୀଙ୍କ ଭରସାରେ ଚାଲିଛି ବାଇଶି ଖଣ୍ଡ ଗାଁର ଡାକସେବା

ବୈପାରୀଗୁଡ଼ା/କୋରାପୁଟ, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ ଆଜି ବି ଡାକଘର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବୈପାରୀଗୁଡ଼ା ଡାକଘରରେ ମୌଳିକ ସୁବିଧାର ଅଭାବ ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ଡାକଘର ପାଇଁ…
Read More...

କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ସଂପନ୍ନ : ବିରେନ୍ଦ୍ର ନାରାୟଣ ସ୍ୱାଇଁ ହେଲେ ସାଧାରଣ ସଂପାଦକ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜାର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି, (ସିପିସି) ରାଉରକେଲାର ବର୍ଷ ୨୦୨୬-୨୭ର ନିର୍ବାଚନ ଆଜି ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ୨୦୨୬ -୨୭ ବର୍ଷ ପାଇଁ…
Read More...

ଆଇନ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ରାଉରକେଲା ଆଇନ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ଏକକ ସଂଗୀତ ଓ ସାମାଜିକ ବାର୍ତ୍ତା ରିଲ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ଗୁରୁ ପ୍ରଦୀପ କୁମାର ପଣ୍ଡା, ଗୁରୁ…
Read More...

ନୂଆଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ।…
Read More...