Yearly Archives

2024

ଷୋଳହ ପ୍ରହରୀ ନାମ ଯଜ୍ଞରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମାଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ସର୍ଦାପୁର ଗ୍ରାମରେ ଷୋଳହ ପ୍ରହରୀ ନାମ ଯଜ୍ଞ ଗ୍ରାମବାସୀଙ୍‌ଙ୍କ ଦ୍‌ଦ୍ୱାରା ଆୟାଜିତ ହୋଇଯାଇଛି । ଆୟୋଜିତ ଷୋଳହ ପ୍ରହରୀ ନାମ ଯଜ୍ଞରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ ଯୋଗଦାନ କରି ଭଗବାନ…
Read More...

ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦେଇଛି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି

ଗଜପତି : ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦିଆଯାଇଥିବା ନେଇ ଖବର ମିଳିଛି । ତେବେ ଏହି ବନ୍ଦ ଡାକରା ଦେଇଛି ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ ଟାରୁ ଆସନ୍ତା କାଲି ସକାଳ ୬ ଟା ପର୍ୟ୍ୟନ୍ତ ମୋହନାର ସମସ୍ତ ଦୋକାନ ବଜାର ବନ୍ଦ…
Read More...

ବଲାଙ୍ଗିର ପ୍ରୋଜେକ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ

ବଲାଙ୍ଗିର : ବଲାଙ୍ଗିର କଲେଜ ଛକ ନିକଟ ପ୍ରୋଜେକ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ । ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ଏହି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‌ରେ ଅନ୍ୟ ସ୍କୁ‌ଲକୁ ନିଆଯାଇଛି । ଏ ସମ୍ପର୍କରେ…
Read More...

ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ

ସୁନ୍ଦରଗଡ : ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି । ୪ ରୁ ୫ଜଣ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଭାବେ ଗୁଳି ଚାଳନା କଲେ ଓ ଫେରାର୍‌ ମାରିଲେ । ତେବେ ଏହି ଘଟଣା ଟି ସୁନ୍ଦରଗଡ- ବଡ଼ଗାଁ- କୁତ୍ରା ମଝି ରାସ୍ତା ରାଜ୍ୟରାଜପଥ ନଂ. ୧୦ ବିଜୁ ଏକ୍ସପ୍ରେସ ୱେରେ…
Read More...

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ…

ବଲାଙ୍ଗିର : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ…
Read More...

କିଛି ଦିନର ନୀରବତା ପରେ ପୁଣି ବେଆଇନ ଖଇର କାଠ ଚାଲାଣ ହେବାକୁଥିଲା : ମାଡ଼ି ବସିଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ଗତ ୭ ତାରିଖ ଦିନ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ଏହାର ସାତଦିନ ପରେ ପୁଣି ବିପୁଳ ପରିମାଣର ଖଇର କାଠ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ…
Read More...

ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଜିଠାରୁ ସାରା ରାଜ୍ୟରେ ସାମ୍ବାଦିକଙ୍କ କଳାବ୍ୟାଚ…

ବଣାଇ, (ହବିବ ମହମ୍ମଦ ଖାନ) : ସାମ୍ବାଦିକମାନଙ୍କ ନ୍ୟାୟିକ ଦାବୀ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଥୋଚିତ ଦାବୀକୁ ଅଣଦେଖା କରିବା ଘଟଣାକୁ ଗୁରୁତର ଭାବେ ନେଇଛି ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ । ଏହି…
Read More...

ପଚିଶ ବର୍ଷ ଶାସନର ହିସାବ ଲୋକଙ୍କୁ ଦିଅ : ସମରେନ୍ଦ୍ର

ପିଲାଙ୍କୁ ଶିକ୍ଷା ଓ କର୍ମନିଯୁକ୍ତିରୁ ବଂଚିତ କରିଛି ଏଇ ସରକାର : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଛୁଆ ଜନ୍ମରୁ ବେକାରୀ ହେବା ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଚାଲିଛି, ଷଡଯନ୍ତ୍ର କରି ଆମର ପିଲାମାନଙ୍କୁ ଉତ୍ତମ ଶିକ୍ଷାରୁ ବଂଚିତ କରାଯାଇଛି, ଯଦି ବି କେହି କିଛି…
Read More...

ସୋରିଷ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଜଟରଲା ଗ୍ରାମରେ ସୋରିଷ ଫସଲର ଇକ୍ରିସାଟ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଏହି ବର୍ଷ ଓଡିଶା ସରକାରଙ୍କ ରାଇସ ଫେଲୋ…
Read More...

ଜୟପାଟଣାରେ ବିଜେଡିର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାର ରାଜନୈତିକ ମାହୋଲରେ ହଠାତ୍ ତାତି ଉଠି ଥିବାବେଳେ କଂଗ୍ରେସର ରଣହୁଙ୍କାରକୁ ପ୍ରତିହତ କରିବା ପାଇଁ ବିଜେଡି ଯୁବବାହିନୀର ମୋଟରସାଇକେଲ ଶୋଭାଯାତ୍ରା ପ୍ରତିପକ୍ଷଙ୍କ ପାଇଁ ଏକ ସନ୍ଦେଶ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । କଂଗ୍ରେସ ଦ୍ଵାରା ଆୟୋଜିତ…
Read More...