pakka

ଷୋଳହ ପ୍ରହରୀ ନାମ ଯଜ୍ଞରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମାଙ୍କ ଯୋଗଦାନ

bbehera

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ସର୍ଦାପୁର ଗ୍ରାମରେ ଷୋଳହ ପ୍ରହରୀ ନାମ ଯଜ୍ଞ ଗ୍ରାମବାସୀଙ୍‌ଙ୍କ ଦ୍‌ଦ୍ୱାରା ଆୟାଜିତ ହୋଇଯାଇଛି । ଆୟୋଜିତ ଷୋଳହ ପ୍ରହରୀ ନାମ ଯଜ୍ଞରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ ଯୋଗଦାନ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଅଞ୍ଚଳର ମଙ୍ଗଳ କାମନା ପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ ।

jay balangir
Leave A Reply

Your email address will not be published.

twenty − 3 =

error: Content is protected !!