Daily Archives

ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍
Read More...

୪୬ତମ ବସନ୍ତ ସମାରୋହ ଆସନ୍ତା ୧୮ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ ରାଉରକେଲା ତରଫରୁ ଆୟୋଜିତ ୪୬ତମ ବସନ୍ତ ସମାରୋହ ୨୦୨୩ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ରନ୍ତ ଚାଲିବ ବୋଲି ଜଣାପଡିଛି । ଏନେଇ ମ୍ୟୁଜିକ ସର୍କଲଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ଭବେଶ ଚନ୍ଦ୍ର
Read More...

ଆରଏମସିର ଆବର୍ଜନା ଆଦାୟ ଫି’ ବନ୍ଦ ହେଉ : ଛେଣ୍ଡ କଲୋନୀ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ମହାନଗର ନିଗମରେ ଆବର୍ଜନା ଫି' ଆଦାୟ ହେଉନଥିବା ବେଳେ ରାଉରକେଲା ମହାନଗର ନିଗମ (ଆରଏମସି)ରେ ଆବର୍ଜନା ଫି' କାହିଁକି ଆଦାୟ କରାଯାଉଛି ବୋଲି ଛେଣ୍ଡ କଲୋନୀ ନାଗରିକ ମଞ୍ଚ ତରଫରୁ ପ୍ରଶ୍ନ କରାଯିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବୀ କରାଯାଇଛି
Read More...

ଜୀବନ ମରୁଭୂମି ହେଲେ ସେଥିରେ ଜଳସିଞ୍ଚନ କରେ ସାହିତ୍ୟ : ଭବେଶ ଚନ୍ଦ୍ର ସାହୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୀବନ ମରୁଭୂମି ହେଲେ ସେଥିରେ ସାହିତ୍ୟ ଜଳସିଞ୍ଚନ କରି ଜୀବନକୁ ପ୍ରାଣବନ୍ତ ତଥା ମଧୁସିକ୍ତ କରାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାର ମିଳିତ ଆନୁକୂଲ୍ୟରେ
Read More...

ଡକାୟତି ଯୋଜନା ପଣ୍ଡ କଲା ଟିଟିଲାଗଡ ପୋଲିସ : ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ମାରଣାସ୍ତ୍ର ଜବତ

ଟିଟିଲାଗଡ଼, (ପ୍ରମୋଦ ସେଲମା) : ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ ବୋଲି ଗତ ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ
Read More...

ବଲାଙ୍ଗିର ପରେ ଏବେ ଅପରାଧୀମାନଙ୍କ ବେଆଇନ ଘର ଭାଙ୍ଗୁଛି ପାଟଣାଗଡ ପୁଲିସ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ ପୁଲିସ ମଧ୍ୟ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଏବେ ଜିରୋ ଟଲୋରେନ୍ସ ନୀତି ଆପଣେଇଛି । ତେବେ ଅଞ୍ଚଳରେ ସରକାରୀ ସ୍ଥାନରେ ବେଆଇନ ଭାବରେ ବାସଗୃହ ତିଆରି କରି ଅପରାଧୀମାନେ ଅପରାଧ ସାମ୍ରାଜ୍ୟ ଚଳାଉଥିବା ଅଭିଯୋଗକୁ ନେଇ ପାଟଣାଗଡ଼ ପ୍ରଶାସନ ଓ
Read More...

ବନମାଲ ଗ୍ରାମର ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ବେଲପଡା ପୋଲିସ

ବେଲପଡା, (ଭୋଜରାଜ ଦଣ୍ଡସେନା) : କିଛିଦିନ ତଳେ ବନମାଲ ଗ୍ରାମର ମୃତ ଦାଦନ ଶ୍ରମିକ ଶୁକଦେବ ପରାଭୁଏ ତାଙ୍କର ପରିବାରକୁ ନେଇ ତେଲେଙ୍ଗାନା କାମ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଚାରି ମାସ କାମ କଲାପରେ ତାଙ୍କର ଦେହ ଖରାପ ହୋଇଥିଲା । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ
Read More...

ପଇଁତରା ମାରୁଛି ବାଘୁଣୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ବ୍ଲକ କୁକୁଡ଼ାତାଲ ଗାଁ ନିକଟ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ପଇଁତରା ମାରୁଛି ବାଘୁଣୀ । ସାଙ୍ଗରେ ଶାବକ ଅଛି । ଏଣୁ ସେ ଅଧିକ ହିଂସ୍ର ହେଉଛି । ଦିନବେଳେ ଜଙ୍ଗଲରେ ବୁଲୁଛି ଏବଂ ରାତି ହେଲେ ଗୃହପାଳିତ ପଶୁଙ୍କୁ ଉଠାଇ ନେଉଛି । ଗତ ୭
Read More...

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି 'RRR' ଫିଲ୍ମର ନାଟୁ ନାଟୁ ଗୀତ ଏବଂ ଚଳଚ୍ଚିତ୍ର 'ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍‌' । 'RRR' ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର 'ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍‌'କୁ ସର୍ଟ ଫିଲ୍ମ
Read More...

ହିରୋ ଶୋ’ ରୁମ୍‌ରେ ଅଗ୍ନିକାଣ୍ଡ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓସିଏଲ ଆପ୍ରୋଚ ରୋଡ୍‌ରେ ଥିବା କେଡ଼ିଆ ଏଣ୍ଡ କେଡ଼ିଆ ହିରୋ ମଟର ସାଇକେଲ ଶୋ' ରୁମ୍‌ର ୩ ମହଲାରେ ଥିବା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ନିଆଁ ଲାଗିଥିଲା ନେଇ ସୂଚନା ମିଳିଥିଲା । ଶୋ' ରୁମ୍‌ କର୍ମଚାରୀ ନିଆଁ
Read More...