Daily Archives

ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଦେବୀ ଦଶଭୂଜା ମହାକାଳୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନର ବିହିତ ବନ୍ଦୋବସ୍ତ, ବିହିତପ୍ରତିକାର ବ୍ୟବସ୍ଥା, ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଐତିହାସିକ ଚୈତ୍ରପର୍ବ ପ୍ରଥମ ପାଳିରେ
Read More...

ବୟନିକା ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ମନମୁଣ୍ଡା ନିବାସୀ ବରିଷ୍ଠ ବିଜେଡି ନେତା ପ୍ରକାଶ ଚନ୍ଦ୍ର ମେହେର ଓଡିଶା ରାଜ୍ୟ ହସ୍ତ ତନ୍ତୁବାୟ ସହଯୋଗ ସମିତି ଲିଃ(ବୟନିକା)ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉକ୍ତ ପଦବୀ ପାଇଁ ବରଗଡ଼ ଜିଲ୍ଲାର ସଞ୍ଜୟ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

ଲମତାପୁଟ : ପାଡୁଆ ଏବଂ ମାଛକୁଣ୍ଡ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲଡ଼ା ଗାଁ ନିକଟରୁ ୩୦ କେ.ଜିର ଗଞ୍ଜେଇ ଜବତ ହୋଇଛି । ଏହା ସହିତ ୩ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ କାବୁ କରିଛି । ଗିରଫ ତିନି ଜଣ ମହାରାଷ୍ଟ୍ର ପୁଣେ ଅଞ୍ଚଳର ଅଭିଷେକ ଦୁବେ, ଶିବମ୍‌ ବାଦ୍ରେ, ସାଗର
Read More...

ବିଏନ୍‌ ହାଇସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ର ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଥାନା ଅନ୍ତର୍ଗତ ବିଏନ୍‌ ହାଇ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ର ଜଂଘାର
Read More...

ରୁକୁଣା ରଥ ନିର୍ମାଣ ପାଇଁ ରହିବନି କାଠ ସମସ୍ୟା : ନୟାଗଡ଼ ଡିଏଫ୍‌ଓ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ କୌଣସି ପ୍ରକାର କାଠର ଅଭାବ ରହିବ ନାହିଁ । ସବୁ କାଠ ଠିକଣା ସମୟରେ ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ଆମ୍ବ କାଠ ୯ଟି ଲଗ ପଠାଯାଇଛି । ସେହିପରି ଏବେ ମହି ୨ଟି, ସିମିଳି ୫ଟି, କୁମ୍ଭୀ ଓ ଢଉରା ୫ଟି,
Read More...

ଆଜିଠୁ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ

ବର୍ମିଂହାମ୍‌ : ଆଜିଠୁ ଇଂଲଣ୍ଡରେ ଆରମ୍ଭ ହେଉଛି ମର୍ଯ୍ୟାଦାଜନକ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍‌ । ଏଥିରେ ଭାରତର ଷ୍ଟାର୍‌ ଖେଳାଳି ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍‌ ଓ ଏଚ୍‌ଏସ୍‌ ପ୍ରଣୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଗତବର୍ଷ ଲକ୍ଷ୍ୟ ଅଳ୍ପକେ ଟାଇଟଲ୍‌ ହାତଛଡ଼ା କରିଥିଲେ
Read More...

ଆରମ୍ଭ ହୋଇଛି ଦେବୀ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା' ତାରାତାରିଣୀଙ୍କ ପାରମ୍ପରିକ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ପାଳି ଭୋରରୁ ହିଁ ଭକ୍ତଙ୍କ ବେଶ୍ ସମାବେଶ ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ଧାଡ଼ି ଲଗାଇ ଦେବୀଙ୍କ ଦର୍ଶନ କରୁଛନ୍ତି । ଭୋର ୫.୨୦ରେ ମଙ୍ଗଳ ଆଳତି
Read More...

ଚୋରା ଚାଲାଣ ବେଳେ ବସ୍‌ରୁ ଗଞ୍ଜେଇ ଜବତ, ୪ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ବସ୍‌ରୁ ଗଞ୍ଜେଇ ଜବତ । ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବେସରକାରୀ ବସ୍‌ରେ ଚଢାଉ କରାଯାଇ ୧୭ କେ.ଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ସମ୍ବଲପୁରରୁ ବାରିପଦା ଯାଉଥିବା ନୀଳମାଧବ ବସ୍‌ରେ
Read More...

ସୁଜିତ ପୁଟେଲଙ୍କ ପରଲୋକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଙ୍ଗୋମୁଣ୍ଡାର ସୁଜିତ ପୁଟେଲ(୩୦)ଙ୍କ ଅକାଳ ବିୟୋଗ ଘଟିଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୧ ତାରିଖ ଦିନ ଖଡିଆଳରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ସୁଜିତ ଅସୁସ୍ଥ ହୋଇଥିଲେ । ଖଡିଆଳ ମିଶନ ହସ୍ପିଟାଲ୍‌ରେ ପ୍ରାଥମିକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ୍ୟୁ ,୧ ଗୁରୁତର

ଭୋଗରାଇ : ବାଲେଶ୍ଵର-ଜଳେଶ୍ୱର ୬୦ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ଭୋଗରାଇ ବ୍ଲକର ତାଳସାରି ସାମୁଦ୍ରିକ ଥାନା ଅନ୍ତର୍ଗତ ବାଜିତପୁର ଗାଁର ସ୍ୱର୍ଗତ କାଳିଚରଣ
Read More...