pakka

ବୟନିକା ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

bbehera

ମନମୁଣ୍ଡା : ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ମନମୁଣ୍ଡା ନିବାସୀ ବରିଷ୍ଠ ବିଜେଡି ନେତା ପ୍ରକାଶ ଚନ୍ଦ୍ର ମେହେର ଓଡିଶା ରାଜ୍ୟ ହସ୍ତ ତନ୍ତୁବାୟ ସହଯୋଗ ସମିତି ଲିଃ(ବୟନିକା)ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉକ୍ତ ପଦବୀ ପାଇଁ ବରଗଡ଼ ଜିଲ୍ଲାର ସଞ୍ଜୟ ମେହେର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୧୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ରହିଛି । ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

jay balangir
Leave A Reply

Your email address will not be published.

sixteen − 6 =

error: Content is protected !!