ସ୍ୱାଧୀନତାର ଉଚ୍ଛ୍ୱାସକୁ ଉଜ୍ଜୀବିତ କରି ଯାତ୍ରା ଆରମ୍ଭ କଲା ଅହିଂସା ରଥ
ଭୁବନେଶ୍ୱର, (କେପିଏନ୍ଏସ୍) : ସ୍ୱାଧୀନତାର ଉଚ୍ଛ୍ୱାସକୁ ଉଜ୍ଜୀବିତ କରି ଯାତ୍ରା ଆରମ୍ଭ କରିଥିବା ଅହିଂସା ରଥ ଗତକାଲି ପୁରୀ ଜିଲ୍ଲାରେ ପହଁଚିଛି । ରାଜଧାନୀ ଉପକଣ୍ଠରେ ଗୁଡିଆପୋଖରୀରେ ପୁରୀ ଜିଲ୍ଲା ପ୍ରଶାସନ ରଥକୁ ସ୍ୱାଗତ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଥକୁ!-->…
Read More...
Read More...