ବଲାଙ୍ଗିର ଯୁବ କଳାକାର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୧ ସମୟରେ ଯୁବ କଳାକାର ସଂଘ ବଲାଙ୍ଗିର ତରଫରୁ ଓଡିଶାର ସୁପରିଚିତ ଆମ ମାଟିର ଗର୍ବ ଓ ଗୌରବ ଅଟଳ ବିହାରୀ ପଣ୍ଡା ଓ ଡୁଲେଶ୍ୱର ଦାସଙ୍କ ଉଦ୍ଦେଶ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା । ଓଡିଶାର ଘରେ ଘରେ ପରିଚିତ ଆମର!-->…
Read More...
Read More...