Daily Archives

ଜିଲ୍ଲାରେ କୋଭିଡର ‌ଦ୍ୱିତୀୟ ଲହର ଯୋଗୁଁ ନାମଯଜ୍ଞ ଉପରେ କଟକଣା ଜାରି କଲା ପ୍ରଶାସନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସପ୍ସକ୍ରମଣ ବଢିବା ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦିନ ହେବ ବିଭିନ୍ନ କଟକଣା ଲାଗୁ କରାଯାଇଛି ଏବଂ ତାକୁ କଡ଼ାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବରଗଡ଼…
Read More...

ହାଟପଦାପଡ଼ା ରେଳ ଫାଟକ ବନ୍ଦ କରୁଥିବା ସମୟରେ ଉତ୍ତେଜନା : ବାହାର ଲୋକଙ୍କ ପାଇଁ ଦୁଃଖ ସହି ରେଳ ଓଭର ବ୍ରିଜ ତିଆରିରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ରେଳ ଷ୍ଟେସନ ପଶ୍ଚିମ ଓଡିଶାର ଏକ ବୃହତ୍ ଜଙ୍କସନ୍ ହୋଇଥିବାରୁ ଏହା ଏକ ଜନଗହଳିପୂର୍ଣ୍ଣ ଷ୍ଟେସନ । ଏହା ସହ ଟିଟିଲାଗଡକୁ ଦୁଇ ଭାଗରେ ବିଭାଜନ କରୁଛି ରେଳ ଫାଟକ । ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଧ୍ୟାନରେ ରଖି ଅନେକ ଆନ୍ଦୋଳନ ପରେ ତିଆରି ହୋଇଛି ରେଳ…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ବଲାଙ୍ଗିର ପୌରାଂଚଳରୁ ୪ ଚି‌ହ୍ନଟ : ଏବେ ଜିଲ୍ଲାରେ ୧୭୮…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଜିଲ୍ଲାରେ ୧୭୮ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧ ଏବଂ ୱାର୍ଡ ନଂ. ୧୫ରୁ ଜଣେ…
Read More...

ଲହଙ୍ଗିର ଗ୍ରାମର ସଂକୀର୍ତ୍ତନ ମେନେଜର ଅଲେଖ ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମ ସଂକୀର୍ତ୍ତନ ମେନେଜର ଅଲେଖ ପ୍ରଧାନଙ୍କ ପଦ୍ମପୁର ସରକାରୀ ହସପିଟାଲ ଠାରେ ହୃଦରୋଗରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା । ସେ ଜଣେ…
Read More...

ଖଡିଆଳରେ ନୂତନ ବିଡିଓଙ୍କ ଯୋଗଦାନ

ଖଡିଆଳ, (ନିରୋଜ କୁମାର ପାଣୀ) : ଖଡିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ନାରାୟଣ ସାହୁ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଥିବା ଖଡିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ ବାଗଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଶ୍ରୀ ସାହୁ ଯୋଗଦାନ କରିଛନ୍ତି । ଶ୍ରୀ ସାହୁ ବଲାଙ୍ଗିର ଜିଲ୍ଲା ଦେଓଗାଁ…
Read More...

ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ୍ କଲା ପାଇକମାଲ ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ନିକଟସ୍ଥ ସାଲେପାଲି ଗ୍ରାମ ପାଖରେ ଏକ ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପାଇକମାଲ ପୋଲିସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଏକ ଟିମ୍ ଗଠନ କରି ପାଇକମାଲରୁ ପଦ୍ମପୁର ରାସ୍ତା…
Read More...

ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ସ୍ଥାୟୀ ନିର୍ବାଚନ ଅଧିକାରୀ ଅଭୟ ମିଶ୍ର ଓ ସଂଘର ପୂର୍ବ ସଭାପତି ବାସୁଦେବ ପ୍ରତିଙ୍କ ପତ୍ନୀଙ୍କ ବିୟୋଗରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସଭାପତି ହେମନ୍ତ ପଣ୍ଡାଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ବଲାଙ୍ଗିର ମାଟିର ମହାନ୍ ସ୍ରଷ୍ଟା ପୁରୁଷଙ୍କ ଚିତ୍ର ମଧ୍ୟ ରହୁ

ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ଆକର୍ଷଣୀୟ ଦୃଶ୍ୟରାଜି ଓ ମହାପୁରୁଷଙ୍କ ସୁଦୃଶ୍ୟ ଚିତ୍ରରେ ଏବେ ଝଲସୁଛି ବଲାଙ୍ଗିର ସହର । ସହର ମଧ୍ୟରେ ରହିଥିବା ମୁଖ୍ୟ ରାସ୍ତା କଡ଼ର ଓ୍ବାଲ୍ ଗୁଡିକରେ ଚିତ୍ର ଅଙ୍କାଯାଇ ବଲାଙ୍ଗିର ସହରକୁ ସୁଦୃଶ୍ୟ କରାଯାଉଛି । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ…
Read More...

ଆଇନ ଶିକ୍ଷାର ପରିଚାଳନାକୁ ଆହୁରି ବିକେନ୍ଦ୍ରୀକରଣ କିମ୍ବା କୋସଲାଂଚଳରେ ଆଇନ ବିଶ୍ୱବିଦ୍ୟାଳୟର ସ୍ଥାପନା ଦାବୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : କୋସଲାଂଚଳ, ହାଇକୋର୍ଟର ସ୍ଥାୟୀ ବେଂଚ ଠୁଁ ଆରମ୍ଭକରି ରାଜନୈତିକ ତଥା ପ୍ରଶାସନୀକ ବିକେନ୍ଦ୍ରୀକରଣ ଦାବୀ କରିଆସୁଥିବା ସମୟରେ ରାଜ୍ୟ ସରକାର ସବୁକିଛି କଟକ ଓ ଭୂବନେଶ୍ୱରରେ କେନ୍ଦ୍ରୀଭୁତ କରିବାରେ ଲାଗିଛନ୍ତି । କେନ୍ଦ୍ରୀଭୁତ କରିବାର ଏହି ଅପସଂସ୍କୃତିରେ…
Read More...

ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ସ୍ଵାସ୍ଥ୍ୟ ଉନ୍ନତି ପାଇଁ ଅଞ୍ଚଳବାସୀ‌ଙ୍କ ଆରୋଗ୍ୟ କାମନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ‌ସ୍ୱାମୀ ତଥା ପାଇକମାଲ ସ୍ଥିତ ଲଖମରା ସାଧନା କ୍ଲିନିକ ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ଦେହ ଅସୁସ୍ଥ ଥିବାରୁ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ସାହୁ ବହୁତ ଦିନରୁ…
Read More...