Daily Archives

ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା : ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରୁଛନ୍ତି…

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ରାଜା ରାଜୁଡା ଶାସନରୁ ପ୍ରଚଳିତ, ଉଭୟ ଓଡ଼ିଆ ଓ ତେଲୁଗୁ ଏହି ଦୁଇ ସମ୍ପ୍ରଦାୟର ସାନିଧ୍ୟ ଲାଭ କରି ଆସିଥିବା ଭକ୍ତଙ୍କ ମନରେ ବ୍ରହ୍ମପୁର ସହର ଆଜି ଉଚ୍ଛୁଳି ପଡୁଛି । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା'
Read More...

କୋଭିଡ଼ ସମ୍ପର୍କିତ ଗଞ୍ଜାମ ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ : ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯିବ

ଏଣିକି ଗ୍ରାହକ ମାସ୍କ ପରିଧାନ କରି ନଥିଲେ ଦୋକାନୀ ଠାରୁ ଜୋରିମାନା ଆଦାୟ ହେବବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତ୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ୟ୍ୟାୟରେ କରୋନା
Read More...

ବଲାଙ୍ଗିର ବିକାଶକୁ ନେଇ ସାମ୍ବାଦିକଙ୍କ ପରାମର୍ଶ ଲୋଡିଲେ ନରସିଂହ : ଗଠନମୂଳକ ସମାଲୋଚନା ସ୍ୱାଗତ ଯୋଗ୍ୟ

ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧ୍ରେଲ ପାଇଁ ୩ କୋଟିଶ୍ରୀଘ୍ର ଆରମ୍ଭ ହେବ ବାଇପାସ କାମବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକଙ୍କ
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବୀପତ୍ର ପ୍ରଦାନ

କଟକ, (ଚକ୍ରବର୍ତ୍ତୀ ଓତା) : ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ଲାଗୁ ହେବାର ପ୍ରତିବାଦରେ ଏକ ଦାବୀପତ୍ର କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ୟ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି ବିଦ୍ୟୁତ ବିଭାଗ ଉପ ମଣ୍ଡଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅଗ୍ରଣୀ
Read More...

ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀ କାମରେ ଜଣେ କାର୍ୟ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ । ମୃତକ
Read More...

ଉଦୟନାଥ ଫର୍ଣ୍ଣିଚରର ୧୭ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୭ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ର ମୋହିତ ଭୋଇ । ଏହି ଉଠାଣ କାର୍ୟ୍ୟକ୍ରମରେ
Read More...

ନୃସିଂହନାଥ ବନବିଭାଗ ଠାରେ ପୂର୍ବରୁ ଥିବା ଔଷଧ ଉଦ୍ୟାନ ବିଲୁପ୍ତ ହୋଇ ଯାଇଥିବାରୁ ପୁନଃ ଉ‌ଦ୍ଧାର ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନବିଭାଗ ନିକଟସ୍ଥ ବନଷ୍ପତି ବନ ସୋସାଇଟି ପରିସରରେ ଭେସଜ ସମିତି ନୃସିଂହନାଥ ର ସଭାପତି ଡା.ମାନଭଞ୍ଜନ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିବେଷ ସୁରକ୍ଷା ମଞ୍ଚ ବରଗଡର ସଭାପତି ମାନଭଞ୍ଜନ ପ୍ରଧାନ,
Read More...

ହରଭଙ୍ଗା ବ୍ଲକ ମାଇନର ନାଁରେ ମେଜର ମିନେରାଲ ଉତ୍ତୋଳନ ଘଟଣା

- ପଥର କ୍ୱାରୀ ସ୍ଥଳ ତଦାରଖ କଲେ ତହସିଲଦାର- ଲିଜ ଧାରକଙ୍କୁ ୩୦ହଜାର ଟଙ୍କା ଜରିମାନା ସହ କାଗଜପତ୍ର ଦାଖଲ ପାଇଁ ନିର୍ଦେଶ- ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁୁ ସୁପରଭାଇଜରଙ୍କୁ ଚିଠିବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପଥର କ୍ୱାରୀ ଲିଜ ଧାରକଙ୍କ ଦ୍ଵାରା
Read More...

ହରଭଙ୍ଗା ତହସିଲଦାରଙ୍କ ମାରାଥନ ଚଢ଼ାଉ : ଇଟାଭାଟି ଓ ମାଟି ଚାଲାଣକାରୀଙ୍କଠୁ ୧ଲକ୍ଷ ଟଙ୍କା ଫାଇନ ଆଦାୟ

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ହରଭଙ୍ଗା ତହସିଲଦାର ଓ ଅତିରିକ୍ତ ତହସିଲଦାର ହରଭଙ୍ଗା ବ୍ଲକର ଧଳପୁର ଓ ଉଆଁଲ ଠାରେ ଆଦି ଅଞ୍ଚଳରେ ମାରାଥନ ଚଢ଼ାଉ କରି ୨ଟି ବେଆଇନ ଇଟାଭାଟି ଓ ଚୋରା ମାଟି ଚାଲାଣ କରୁଥିବା ଏକ ବେସରକାରୀ ଠିକାସଂସ୍ଥା ଠାରୁ ୧ ଲକ୍ଷ ଟଙ୍କା ଆର୍ଥିକ ଜେରୀମାନା ଆଦାୟ
Read More...

କୋଭିଡ୍ ସମ୍ପର୍କିତ ଆଲୋଚନା ନେଇ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ପ୍ରେସମିଟ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : କରୋନାର ଦ୍ୱିତୀୟ ଲହରୀକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ବହୁ ଆଗୁଆ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନେ ନେଉଛନ୍ତି । ରାଜ୍ୟ ସରକାରଙ୍କ ନର୍ଦ୍ଦେଶ ଅନୁଯାୟୀ ଛତ୍ରପୁର
Read More...