କୁନି ଚିତ୍ରଶିଳ୍ପୀ ସମୃଦ୍ଧି ସଂପର୍ଣ୍ଣା : ଚିତ୍ର ଆଙ୍କିବାରେ ଓସ୍ତାଦ୍
ବଲାଙ୍ଗିର, (କେପିଏନ୍ଏସ୍) : କୁନି ଚିତ୍ରଶିଳ୍ପୀ ସମୃଦ୍ଧି ସଂପର୍ଣ୍ଣା ଚିତ୍ର ଆଙ୍କିବାରେ ଓସ୍ତାଦ୍ । ବଲାଙ୍ଗିର ପବ୍ଲିକ୍ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ । ତାଙ୍କ କୁନି ହାତରେ ଖୁବ୍ ସୁନ୍ଦର ଚିତ୍ର ଆଙ୍କନ୍ତି । ଅଧ୍ୟୟନ କ୍ଷେତ୍ରରେ ବି ବେଶ୍ ସଫଳତା ହାସଲ୍ କରି ପାରୁଥିବା!-->…
Read More...
Read More...