Browsing Tag

padmapur news

ଅବ୍ୟବସ୍ଥା ଘେରରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହର ଠାରୁ ୧୭ କିଲୋମିଟର ପାହାଡ଼ ପର୍ବତ ଘେରା ପାଦଦେଶରେ ବୁକୁରୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ । ସମୟ ଥିଲା ଏଇ ଅଞ୍ଚଳରେ ରହି ଅନେକ ଡାକ୍ତର, ନର୍ସ, ଅନ୍ୟାନ୍ୟ କର୍ମଚାରୀ ମାନେ ଏଠାକାର ଅସହାୟ ଗରିବ ନିରିହ…
Read More...

ଅଜବ୍‌ ଅଫର୍ : ଏକ କିଲୋ କୁକୁଡ଼ା ମାଂସରେ ଏକ ‘ଚିଡ଼ିଆ’ ଫ୍ରି !

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ କମ୍ପାନୀ ତା'ର ପ୍ରଚାର ପ୍ରସାର ପାଇଁ ଖାଉଟି ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇଥାନ୍ତି । ଯେମିତି ଦାନ୍ତ ଘଷିବା କଲେଗେଟରେ ବ୍ରସ ଟିଏ ଫ୍ରି, ଡିଟର୍‌ଜେନ୍‌ଟ୍‌ ପାଉଡର୍‌ରେ ପ୍ଳାଷ୍ଟିକ ବାଲ୍‌ଟି ଫ୍ରି । ଏମିତି ଅନେକ ଗୁଡ଼ିଏ ଉଦାହରଣ…
Read More...

ସ୍ଥାୟୀ ସେବା ଯୋଗାଇ ଦେବା ନିମନ୍ତେ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ଖଇରା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ ଅଟେ । ଏ ଗ୍ରାମର ଲୋକ ସଂଖ୍ୟା ୧୨୦୦ ପର୍ୟ୍ୟନ୍ତ ପ୍ରାୟ ହେବ । ଖଇରା ଗ୍ରାମରେ ପ୍ରଶାସନ ଠିକ୍ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ନ ଦେଉଥିବାରୁ ଏ…
Read More...

ବିଜେପୁର ବ୍ଲକରେ ଫେଲ ମାରିଛି ୫ଟି ଓ ମୋ ସରକାର : ସାଧାରଣରେ ଚ‌ର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ କେତେକ ସ୍ୱାର୍ଥଲୋଭି ପ୍ରଶାସନିକ ଅଧିକାରୀଙ୍କ ଗର୍ବ ଏବଂ ଅହଙ୍କାର ପାଇଁ ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି ସାଧାରଣ ଜନତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦା…
Read More...

ଦନ୍ତା ଆକ୍ରମଣରେ ଜଣେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅଧିନସ୍ଥ ଖାଲିଆମୁଣ୍ଡ ଗ୍ରାମ ଅଞ୍ଚଳରେ ଆଜି ସକାଳେ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ମାରି ଦେଇ ଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଖାଲିଆମୁଣ୍ଡା ଗ୍ରାମର ଲାଦୁ ବଢେଇ ସକାଳେ ମହୁଲ ଫୁଲ ସଂଗ୍ରହ…
Read More...

ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁ ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସେହି ଗାଁର କେତେକ ଯୋଗ୍ୟ ହିତାଧିକାରୀ…
Read More...

କରୋନା ମୁକାବିଲା ନେଇ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରାଞ୍ଚଳ ତଥା ଆଖପାଖ ଅଂଚଳରେ କରୋନା ସଂକ୍ରମିତ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ସଠିକ ମୁକାବିଲା କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତା ଉପଜିଲ୍ଲାପାଳ ପରିସର ରେ ଥିବା ସଭାଗୃହ ଠାରେ…
Read More...

ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କଲେ ଦୀପା : ଗାଁରେ ହେବ ସୌର ପାନୀୟ ଜଳ ପ୍ରକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ହେଉଛି ଏକ ବଡ଼ ଗାଁ । ଏଠାରେ ୨୦୧୧ ଜନଗଣନା ଅନୁଯାୟୀ ୨୪୦୦ ଜଣ ବସବାସ କରନ୍ତି । ୫ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଏପର୍ୟ୍ୟନ୍ତ କୋୖଣସି ସୌର ପାନୀୟ ଜଳ ପ୍ରକଳ୍ପ ନାହିଁ । ଗାଁରେ ବସୁଧା ଯୋଜନାରେ ଜଳଯୋଗାଣ…
Read More...

ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପଥର କାରିଗର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଆଜି ବାରଙ୍ଗପାଲି ଗ୍ରାମର ଦୁଇ ଶହ ପଥର କାରିଗର ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ସହ ଜଡ଼ିତ ହସ୍ତଶିଳ୍ପ ପଥର କାରିଗର ମାନେ ଆଜି ଅବହେଳିତ । ଶହ ଶହ…
Read More...

ପଦ୍ମପୁରର ଆରବି ହାଇସ୍କୁଲ ୧୯୬୩ ବେଚର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୬୩ ମେଟ୍ରିକ ବେଚର ଛାତ୍ରମାନଙ୍କ ବନ୍ଧୁ ମିଳନ ପୂର୍ବ ବର୍ଷ ମାନଙ୍କ ଭଳି ବାଦିମାଳ ସ୍ଥିତ ରଜାକ୍ ଭାଇଙ୍କ ଆମନ୍ତ୍ରଣରେ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନଙ୍କ ଗୁରୁ ରାମ ନାରାୟଣ ପାଣିଗ୍ରାହୀ, ପ୍ରଧାନ…
Read More...