Browsing Tag

padmapur news

କେନ୍ଦୁପତ୍ର ଶ୍ରମିକଙ୍କ ଉପରେ ରାଜ୍ୟ ସରକାରଙ୍କ ଦ୍ବିତୀୟ କରୋନା ମାଡ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ସାରା ଦେଶରେ କରୋନାର ଦ୍ବିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଓଡ଼ିଶାରେ କାର୍ୟ୍ୟରତ ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକକୁ ରାଜ୍ୟ ସରକାରଙ୍କ ସହାନୁଭୂତି ପରିବର୍ତ୍ତେ ଶ୍ରମିକ ଛଟେଇ ଓ ଅନ୍ୟାନ୍ୟ ନିଷ୍ପତ୍ତି କେନ୍ଦୁପତ୍ର ଶ୍ରମିକ,…
Read More...

ପଦ୍ମପୁରରେ ଉପଜିଲ୍ଲାପାଳ ଭାବରେ ଯୋଗ ଦେଲେ ତ୍ରିଲୋଚନ ପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଜି ତ୍ରିଲୋଚନ ପାତ୍ର ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଉପଜିଲ୍ଲାପାଳ ରହିଥିବା ତନ୍ମୟ କୁମାର ଦରୱାନ ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ କାର୍ୟ୍ୟ…
Read More...

କେନ୍‌ସର ରୋଗୀ ବିଭୀଷଣଙ୍କୁ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମର ବିଭୀଷଣ ବାଗ ଜଣେ କେନ୍‌ସର ରୋଗୀ । ତାଙ୍କ ବୟସ ୬୫ । ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ରହିଛନ୍ତି । ସେ ଅତ୍ୟନ୍ତ ଗରିବ ନିସହାୟ ଅସହାୟ ହୋଇ ରହୁଛନ୍ତି । ତାଙ୍କ ଦେଖାରଖା କରିବାକୁ ପାଖରେ କେହି ନାହାନ୍ତି…
Read More...

ମାସ୍କ ବ୍ୟବହାର ନ କଲେ ସରକାରୀ ଯୋଜନାରୁ ବାଦ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଅନେକ ଗ୍ରାମରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଥିବା ନଜରକୁ ଆସୁଛି । ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ସମସ୍ତ ଲୋକେ ସରକାରୀ ନିୟମାବଳୀ ଅନୁଯାୟୀ ମାସ୍କ…
Read More...

ବୀର ସାବରକର ଯୁବକ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ଦ୍ୱିତୀୟ ଲହର କରୋନା ମହାମାରୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲରେ କରୋନା ତାର କାୟା ବିସ୍ତାର ପ୍ରବଳରୁ ପ୍ରବଳତର ଭାବେ କରିବାରେ ଲାଗିଛି କ୍ଷ ହେଲେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଭର କରୁଥିବା…
Read More...

ପାଇକମାଲ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତା ଗୁଆଲେନ ସାହୁଙ୍କ ତାଙ୍କ କେନାବୁଦା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣ ମହିଳା ଭାବରେ ଗାଁରେ ବେଶ ପରିଚିତ ଥିଲେ ।…
Read More...

ମାନବିକତା ହରାଇଲା ପଦ୍ମପୁର ପ୍ରଶାସନ : ୨୪ ଘଣ୍ଟା ଧରି ପଡିରହିଲା କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢିଚାଲିଛି ସଂକ୍ରମଣ । ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଲାଣି ପରିସ୍ଥିତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବା ବେଳେ ପଦ୍ମପୁର ଉପଖଣ୍ଡ ଘନାମାଲ ଗ୍ରାମର ଘଟଣା ଜିଲ୍ଲା ପ୍ରଶାସନର…
Read More...

ବିଜେଡିର ବହୁ ତୁଙ୍ଗ ନେତା ବିଜେପିର ସଦସ୍ୟତା ଗ୍ରହଣ କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା ଦଳ ପ୍ରତି ବିତସ୍ପୃହ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିଜେପିର…
Read More...

ଗାଇସିଲେଟ ବ୍ଲକ ସାଂସଦ ପ୍ରତିନିଧି ଭାବେ ଆଇନଜୀବୀ ପ୍ରବୀଣ ପାଣିଗ୍ରାହୀ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସାଂସଦ ପ୍ରତିନିଧି ଭାବରେ ଆଇନଜୀବୀ ପ୍ରବୀଣ କୁମାର ପାଣିଗ୍ରାହୀଙ୍କୁ ସାଂସଦ ସୁରେଶ ପୂଜାରୀ ମନୋନୀତ କରିଛନ୍ତି । ଏ ସଂକ୍ରାନ୍ତରେ ଚିଠି ସାଂସଦଙ୍କ କାର୍ୟ୍ୟାଳୟରୁ ବିଡିଓ ଗାଇସିଲେଟଂକୁ ଦିଆଯାଇଛି । ସେ…
Read More...

ପାଇକମାଲ ବ୍ଲକ ପାଲଟିଛି କରୋନା ହଟସ୍ପଟ୍‌, ଗୋଟିଏ ଦିନରେ ୨ ମୃତ : ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତକାଲି…
Read More...