Browsing Tag

padmapur news

ଜ୍ୟୋତିର୍ବିଦ ପଣ୍ଡିତ ହରିହର ଦେବତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଉପଖଣ୍ଡରେ ଖ୍ୟାତି ଅର୍ଜନ କରିଥିବା ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମର ବିଶିଷ୍ଟ କବିରାଜ, ଜ୍ୟୋତିର୍ବିଦ ତଥା କର୍ମକାଣ୍ଡ ବିଶାରଦ ପଣ୍ଡିତ ହରିହର ଦେବତାଙ୍କ ୬୦ ବର୍ଷ ବୟସରେ ଆଜି କରୋନା ମହାମାରୀରେ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ…
Read More...

କବିରାଜ ଦୁର୍ଯ୍ୟୋଧନ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଳକ ମାଣ୍ଡିଆଢିପା ନିବାସୀ ଦୁର୍ଯ୍ୟୋଧନ ସାହୁଙ୍କ ୭୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି । ସ୍ୱର୍ଗତ ସାହୁ ଜଣେ ଅଞ୍ଚଳରେ କବିରାଜ ଓ ଗୀତିକାର ଭାବରେ ବେଶ ପରିଚିତ ଥିଲେ ଓ ନିଜ ଲିଖିତ ଗୀତ ରଚନା କରି…
Read More...

ବିଜେପି ଦଳର ଟାଣୁଆ ନେତା ପ୍ରମୋଦ ଭୋଇ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ସିମାନ୍ତକୁ ଲାଗିରହିଥିବା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଯାଉଥିବା ବଡଉଡେନ ଗ୍ରାମର ସୁପରିଚିତ ଗୈାନ୍ତିଆ ପ୍ରମୋଦ ଭୋଇ ଆଉ ନାହାନ୍ତି । ସେ କିଛି ଦିନ ହେଲା ମହାମାରୀ କରୋନା ରୋଗରେ ପିଡୀତ ହୋଇ ପଦ୍ମପୁର ଜେନିତ…
Read More...

ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମର ସଦାନନ୍ଦ ନାଗ, ବିରଞ୍ଚି…
Read More...

କାଗଜପତ୍ରରେ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ପ୍ରଶାସନ, ଫାଇନ ନାଁରେ ଟଙ୍କା ଆଦାୟରେ ବ୍ୟସ୍ତ ପୋଲିସ : ସାଧାରଣରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଜନ ମାନସକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ବାହାରୁ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏ ସରକାର ଏତେ ଭୟଭୀତ କାହିଁକି : ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରେ କରୋନା ମହାମାରୀ ତାର ଭୟଙ୍କର ରୂପ ବିସ୍ତାର କରି ଚାଲିଛି । ଦୈନନ୍ଦିନ ପ୍ରତ୍ୟେକ ହସ୍ପିଟାଲରୁ ମୃତ୍ୟୁର ଖବର ଆସି ପହଂଚୁଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ…
Read More...

ଶିକ୍ଷକଙ୍କୁ ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ : ବାପ ପୋଡିଲା ପୁଅର ଶବ, ଗ୍ରାମବାସୀଙ୍କ ତରଫରୁ ୧୪ ଦିନ ବାସନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି । ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଦେଖିବାକୁ…
Read More...

ବରିଷ୍ଠ ବୈଦ୍ୟରାଜ ପ୍ରଭାକର ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳ ବରିଷ୍ଠ ବୈଦ୍ୟରାଜ ତଥା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇଙ୍କ ପିତା ପ୍ରଭାକର ଭୋଇଙ୍କ ଆଜି ପାଇକମାଲ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହେଉଥିଲା । ମୃତ୍ୟୁ…
Read More...

ପାଇକମାଲରେ ଆରମ୍ଭ ହେଲା ଚଉଦ ଦିନିଆ ଲକ୍‌ ଡାଉନ୍‌ : ଶ୍ରମିକ ମାନେ ହଟହଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ପାଇକମାଲ ଅଞ୍ଚଳରେ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି । ଗାଇଡ଼ ଲାଇନ୍‌ ଅନୁସାରେ ଦୋକାନ ଖୋଲିବା କଥା ସକାଳ ୬ଟାରୁ ୧୨ଟାଯାଏଁ । ଅନ୍ୟ ପକ୍ଷରେ ଗ୍ରାହକ ମାନେ ୫୦୦ ମିଟର ଯାଏ ଚାଲି ଚାଲି ସଉଦା କରି ପାରିବେ ।…
Read More...

ଆଜି ଠାରୁ ୧୪ ଦିନିଆ ଲକ୍‌ ଡାଉନ୍‌ : ପଦ୍ମପୁର ସହରାଞ୍ଚଳରେ ଯାଞ୍ଚ କଡାକଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହରାଞ୍ଚଳ ମଧ୍ୟରେ ଲକ ଡାଉନକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି…
Read More...