Browsing Tag

padmapur news

ଲକଡାଉନରେ ଫସି ରହିଥିବା ବୃଦ୍ଧଙ୍କୁ ସମଲେଇ ପଦର ବୃଦ୍ଧାଶ୍ରମରେ ଛାଡିଲେ ପଦ୍ମପୁର ସହକାରୀ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧରଜଗଡ଼ ଗ୍ରାମର ବସନ୍ତ ଭୋଇ(୬୦)ଙ୍କୁ ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟବୃନ୍ଦ ଉଦ୍ଧାର କରି ପଦ୍ମପୁର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ସେ ବିଭିନ୍ନ ଅଞ୍ଚଳ ଯାଇ ଚେରୀମୁଲି ଔଷଧ ବିକ୍ରି କରୁଥିଲେ । କିନ୍ତୁ ଲକ୍‌ଡାଉନ…
Read More...

ଲକ୍ ଡାଉନ୍‌ରେ ଫସି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ନିକଟସ୍ଥ ଜର୍ଜଗଡ ଗ୍ରାମର ୬୦ ବର୍ଷ ବୟସର ବସନ୍ତ ଭୋଇ ନାମକ ଏକ ବ୍ୟକ୍ତି ବିଭିନ୍ନ ଅଞ୍ଚଳକୁ ଯାଇ ଚେରମୂଳି ଔଷଧ ବିକ୍ରି କରନ୍ତି । ଲକ୍ ଡାଉନ୍ ପୂର୍ବରୁ ସେ ଘରୁ ବାହାରି ବିଭିନ୍ନ ଅଞ୍ଚଳ ବୁଲା ବୁଲି କରି ରହିଥିଲେ କିନ୍ତୁ ଲକ୍…
Read More...

ଶୁଖିଲା ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅନେକ ଗରିବ ନୀରିହ ଲୋକ ଲକଡାଉନ ଓ ସଟଡାଉନ ଯୋଗୁଁ ଖାଇବା ପାଇଁ ନପାଇ ଡହଲ ବିକଳ ହେଉଛନ୍ତି । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ତେବେ…
Read More...

କୋରୋନା ସମୟରେ ପିଇବା ପାଣିରୁ ବଞ୍ଚିତ ୱାର୍ଡ ନମ୍ବର ୧୧ର ବାସିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏ ନେଇ ସରକାର ନିୟମ ମାନେ କଡାକଡି କରିଛନ୍ତି ଲୋକଙ୍କୁ ଅତି ଜରୁରୀ କାମ ନ ହେଲେ ଘରୁ ପଦାକୁ ବାହାରନ୍ତୁ ନାହିଁ ବୋଲି କହୁଛନ୍ତି । ସମସ୍ତ ସୁବିଧା କରୁଛନ୍ତି, ହେଲେ ପଦ୍ମପୁର…
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ଜନ୍ମେଜୟ ସେଠଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକଦା ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଥିବା ପଦ୍ମପୁର ନିକଟସ୍ଥ ଲୁହାରପାଲି ଗ୍ରାମର ଜନ୍ମେଜୟ ସେଠଙ୍କ ୮୭ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ଦେହାନ୍ତ ହୋଇ ଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଶ୍ରୀ…
Read More...

ହେଲ୍ପ ଡେକ୍ସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଂଗଠନ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହରଙ୍କ ନିର୍ଦ୍ଦେଶ କ୍ରମେ ଭାରତର ସମସ୍ତ ଜିଲ୍ଲାର ଗୋଟିଏ ସ୍ଥାନରେ ଗ୍ରାମାଞ୍ଚଳର ପିଏଚସି ତଥା ସିଏଚସି.ରେ ପ୍ରତେକ ଜିଲ୍ଲାର କୃଷକ ମୋର୍ଚ୍ଚା ତରଫରରୁ କୋଭିଡ…
Read More...

ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି : ଏସଡିପିଓଙ୍କୁ ଚାଷୀଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଂଜି ଗ୍ରାମର ଜଣେ ଚାଷୀଙ୍କ ଚାଷ ଜମିକୁ ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଂଜି ଗ୍ରାମର ଚାଷୀ କୈାଲାଶ ପ୍ରଧାନ…
Read More...

ପାଇକମାଲ ବ୍ଲକ ଉନ୍ନୟନ କାର୍ଯ୍ୟରେ ୨୨ ପରସେଣ୍ଟ ପିସି କାରବାର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ତଳେ ଭୁବନେଶ୍ବର ଠାରେ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ବ୍ଲକରେ ଚାଲିଥିବା ପିସି ବନ୍ଦ ପାଇଁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ଅଧିକାରୀ ମାନଙ୍କ ଉପରେ ପଡି ଥିବାର ଲକ୍ଷ୍ୟ କରାଯାଉନାହିଁ ।…
Read More...

ଯୁବକଙ୍କୁ ଶୀଘ୍ର ଟୀକାକରଣ ପାଇଁ ଚିଠି ଲେଖିଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର ଘଡି ସନ୍ଧି ମୁହର୍ତ୍ତରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସାରା ରାଜ୍ୟରେ ତଥା ମୁଖ୍ୟତଃ ପଶ୍ଚିମ ଓଡିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଭୟର…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବାର୍ଦ୍ଧକ୍ୟ ଭତ୍ତା ପାଇବେ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ଗ୍ରାମ ପଞ୍ଚାୟତ ଧୁମାଭଟା ଗ୍ରାମର ଭାଗବତିଆ କଲାରୀ (୭୦), ନିତ୍ୟାନନ୍ଦ ନେଗୀ (୬୫) ଓ ଭଗବତିଆ ଡ଼ନସନା ପରିଣତ ବୟସରେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଖବର…
Read More...