Browsing Tag

padmapur news

କୋଭିଡ଼ ସଚେତନତା ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଲଖମରା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥକୁ ସ୍ଵାଗତ କରାଯାଇଅଛି । ଡା. ସୁଦୀପ୍ତ ସାହୁ, ସ୍ଵାସ୍ଥ୍ୟ କର୍ମୀ ସସ୍ମିତା ବେହେରା, ଶିକ୍ଷକ ମଣି ମହାନନ୍ଦ, ଅଙ୍ଗନୱାଡ଼ି କର୍ମୀ…
Read More...

ସାଇପାଲି ସମବାୟ ସମିତି ବ୍ୟାଙ୍କ ଆଗରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚ ଆହ୍ୱାନ କ୍ରମେ ଧାରଣା ଦେଇଛନ୍ତି । ଚାଷୀମାନଙ୍କ ରବିଧାନ ବିକ୍ରି…
Read More...

ଗର୍ଭଣା ଗ୍ରାମଠାରେ କରୋନା ହେଲଥ କିଟ୍ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମଠାରେ ନ୍ୟୁ କଲଚରାଲ୍‌ ଗୃପ୍‌ ବରଗଡ଼ ତରଫରୁ କରୋନା ହେଲଥ କିଟ୍ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ସୁରେଖା ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗର୍ଭଣା ସରପଞ୍ଚ…
Read More...

ଏବେ ବି ବଞ୍ଚି ରହିଛି ପରମ୍ପରା : ପଣ୍ଡରିପାଣି ସ୍ଵର୍ଗତ ଗୈାନ୍ତିଆଙ୍କ ଉତ୍ତରାଧିକାରୀ ଉପେନ୍ଦ୍ର ବରିହାଙ୍କୁ ଗୈାନ୍ତିଆ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଧ୍ୟ କେତେକ ଗାଁରେ ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ରାଜୁଡା ଶାସନ କାଳରେ ଜମିଦାର ଓ ଗୈାନ୍ତିଆ ଶାସନ ପ୍ରଚଳିତ ଥିଲା । ଲୋକ ମାନେ ଗାଁର ଗୋନ୍ତିଆ ଓ ମୂଳକରେ ଜମିଦାରଙ୍କ କଥା ମାନି…
Read More...

ପଦ୍ମପୁରରେ ଅକ୍ସିଜେନ ବ୍ୟାଙ୍କ ଉଦ୍‌ଘାଟନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ସୁବିଧାମାନେ କରାଯାଉଥିବା ବେଳେ ଜାଗା ଜାଗାରେ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ମାନେ କରାଯାଇଅଛି । କିନ୍ତୁ କୋଭିଡ ଆକ୍ରାନ୍ତମାନଙ୍କ…
Read More...

ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । କିଛି ଦିନ ପୂର୍ବରୁ ବରିକେଲ ଗ୍ରାମର ଜଣେ ଖଳ ପ୍ରକୃତିର ବ୍ୟକ୍ତି କୁହୁଡ଼ି ନଦୀକୁ ନିଜର ଅକ୍ତିଆର କରି ନଦୀ ମଝିରେ ମାଟି ପକାଇ ଦେଇଥିଲା । ଏହା…
Read More...

ଜୁଆ ଆଡ୍ଡାରେ ଚଢ଼ାଉ : ଟଙ୍କା ସହ ମୋବାଇଲ ଏବଂ ଗାଡି ଜବତ, ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆ ଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଚଢାଉ କରି…
Read More...

ଝାରବନ୍ଧ ଜୁନିୟର କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ସ୍ଥିତ ଜୁନିୟର କଲେଜରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ସାହୁ ମହାମାରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁଁ ଗତବର୍ଷ ଲକ୍ ଡାଉନ…
Read More...

କେନ୍ଦୁପତ୍ର ତୋଳାଳି ଡିଗ୍ରୀଧାରୀ ଯୁବକ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତ ଅଧିନରେ ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଜଣେ ଡିଗ୍ରୀଧାରୀ ଯୁବକ ଲକଡାଉନ୍ ସମୟରେ ପତ୍ର ତୋଳୁଥିଵାର ଦେଖିବାକୁ ମିଳିଛି ଦୁଇ ପଇସା ରୋଜଗାର ପାଇଁ । ସରକାର ଚାକିରି…
Read More...

ପାଇକମାଳରେ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଠାରେ ସୋମବାର ଜୁହାର ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଇଥିବା ଦଶ ଗୋଟି ଅକ୍ସିଜେନ ସିଲିଣ୍ଡରକୁ ଲୋକଙ୍କର ସେବାପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାରର ଆନୁକୂଲ୍ୟରେ ଜୁହାର ଫାଉଣ୍ଡେସନ ତରଫରୁ ପାଇକମାଳକୁ ପ୍ରଦାନ…
Read More...