Browsing Tag

padmapur news

ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ କାର୍ଗିଲ ବିଜୟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ଅମର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ କ୍ୟାଣ୍ଡେଲ ପ୍ରଜ୍ଵଳିତ କରି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ପଦ୍ମପୁର ସୈନିକ କଲ୍ୟାଣ ସଙ୍ଘର ସଦସ୍ୟ…
Read More...

ବାଇକ୍‌ ଅଟକାଇ ମୋବାଇଲ, ଏୟାର ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ହେବ ଭଟିଲି ଉଦେପାଲି ଗାଁର ଆଶିଷ କୁମାର ଭୋଇ ସହକାରୀ ରାଜସ୍ୱ ନିରୀକ୍ଷକ ଭାବରେ ଗାଇସିଲେଟ ତହସିଲ କାର୍ୟ୍ୟାଳୟରେ ଯୋଗ ଦେଇଛନ୍ତି । ସିଏ ଆଜି ସକାଳେ ନିଜ ଗାଁ ଉଦେପାଲିରୁ ବାହାରି ନିଜ କର୍ମଭୂମି ଗାଇସିଲେଟକୁ ବାଇକ୍‌ ଯୋଗେ ଯାଉଥିବା ବେଳେ…
Read More...

ଉଦୟନାଥ ଫର୍ନିଚର୍‌ର ୨ୟ ପର୍ଯ୍ୟାୟର ପ୍ରଥମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟାରେ ଉଠାଣ ହୋଇଛି । ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ…
Read More...

ନବଜାତ ଶିଶୁକୁ ନୂଆ ଜୀବନ ଦେଲା ଅଭୟଙ୍କ ମାନବିକତା

ବରଗଡ, (ନିରୋଜ କୁମାର ପାଣୀ) : ସୁସ୍ଥ, ନିରୋଗ ଶିଶୁ ଟିଏକୁ ଜନ୍ମଦେବାର ସ୍ବପ୍ନ ସବୁ ବାପାମାଆଙ୍କ ମନରେ । ହେଲେ ସ୍ବପ୍ନ ତ' ସେତିକି ବେଳେ ଭାଙ୍ଗିଯାଏ, ଯେତେବେଳେ ପରିସ୍ଥିତି ଏହାର ଠିକ୍‌ ବିପରୀତ ହୁଏ । ନିଜ ଜନ୍ମକଲା ଛୁଆର କଷ୍ଟ ବା କେଉଁ ବାପା ମା' ସାହିପାରେ ! ହଁ ଆଜ୍ଞା, ଆମେ…
Read More...

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ନିଆରା ବାହାଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାଁ ତାଙ୍କର କିରଣ । ପିଲାବେଳୁ ସେ ନିଜ ମା ' ବାପାଙ୍କୁ ଦେଖିନାହାନ୍ତି । ୨୦୦୦ ମସିହା ଜାନୁଆରୀରୁ ସେ ବରଗଡ଼ ଜିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ରହି ଆସୁଥିଲେ । ବୁଧବାର ଦିନ କିରଣଙ୍କୁ ମିଳିଛି ତାଙ୍କ ଜୀବନସାଥୀ । ସେ ଦଶମ ଶ୍ରେଣୀର…
Read More...

ଲୋହାରପାଲି ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲୋହାରପାଲି ପଞ୍ଚାୟତ ଅଧୀନସ୍ଥ କବିବରପୁର, ଗାମ୍ଭାରୀଡିହି, ସର୍ଗିଯୋରୀ, ଲୋହାରପାଲି ଗ୍ରାମ ଠାରେ ଗତ ୫ ରୁ ୧୧ ତାରିଖ ପର୍ୟ୍ୟନ୍ତ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ଉପରେ ବ୍ୟାପକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି…
Read More...

ପଶ୍ଚିମ ଓଡିଶା କଳାକାର ସଂଘ ପକ୍ଷରୁ ବରଗଡ ନୁତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା କଳାକାର ମହାସଂଘ ତରଫରୁ ବରଗଡ଼ରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୌଜନ୍ୟମୂଳକ ସାକ୍ଷାତ କରା ଯାଇଛି l ଏଥିରେ ପଶ୍ଚିମ ଓଡିଶା କଳାକାର ମହାସଂଘ ତଥା ରାଜ୍ୟ କଳାକାର ସଂଘ ସଭାପତି ଚୈତନ୍ୟ…
Read More...

ମାଣ୍ଡୋସିଲର ଦୁଇ ଭାଇ ତିଆରି କଲେ ବିଦ୍ୟୁତ ଚାଳିତ ସାଇକେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ହେଉଥିବା ବେଳେ ଏପଟେ ଧୂଆଁହୀନ ବିଦ୍ୟୁତ ଚାଳିତ ସାଇକେଲ ତିଆରି କରିଛନ୍ତି ପାଇକମାଲ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଭ୍ରାତା ବିଜୁ ଖୁଣ୍ଟିଆ ଓ ଅଜୁ ଖୁଣ୍ଟିଆ । ଏଥିରେ ବ୍ୟାଟେରୀ ଲାଗିଛି ଓ ଏକ ମଟର, ଲାଇଟ୍ ଖଞ୍ଜା ଯାଇଛି…
Read More...

ପଦ୍ମପୁରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ଵ ରକ୍ତଦାତା ଦିବସ ଅବସରରେ ଆଜି ପଦ୍ମପୁର ଚିକିତ୍ସାଳୟ ପରିସରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଡ. ଯଦୁମଣି ସାହୁ, ସରୋଜ ସେଠ୍ ଓ ସମ୍ମାନିତ ଅତିଥି ରୂପେ ଡ. ସତ୍ୟବ୍ରତ ଚୌହାନ, ଆଶୀର୍ବାଦ ପଟ୍ଟନାୟକ ଓ କୈଳାସ…
Read More...

ଅନାଥ ଶିଶୁକୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମହାରାଣୀ ମେରୀପୁର ଗାଁର ଗୌନ୍ତିଆ ପରିବାରର ଲୋକେ ପ୍ରାୟ ସମସ୍ତେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିଲେ । ଗୌନ୍ତିଆ ରାମ ପ୍ରସାଦ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ…
Read More...