ଉଦୟନାଥ ଫର୍ନିଚର୍‌ର ୨ୟ ପର୍ଯ୍ୟାୟର ପ୍ରଥମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟାରେ ଉଠାଣ ହୋଇଛି । ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ କାର୍ୟ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ତୁଲାରାମ ବଢିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × one =