om academy

ଗାଇସିଲେଟ ବ୍ଲକ ସାଂସଦ ପ୍ରତିନିଧି ଭାବେ ଆଇନଜୀବୀ ପ୍ରବୀଣ ପାଣିଗ୍ରାହୀ ମନୋନୀତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସାଂସଦ ପ୍ରତିନିଧି ଭାବରେ ଆଇନଜୀବୀ ପ୍ରବୀଣ କୁମାର ପାଣିଗ୍ରାହୀଙ୍କୁ ସାଂସଦ ସୁରେଶ ପୂଜାରୀ ମନୋନୀତ କରିଛନ୍ତି । ଏ ସଂକ୍ରାନ୍ତରେ ଚିଠି ସାଂସଦଙ୍କ କାର୍ୟ୍ୟାଳୟରୁ ବିଡିଓ ଗାଇସିଲେଟଂକୁ ଦିଆଯାଇଛି । ସେ ତାଙ୍କର ପ୍ରତିନିଧିତ୍ବ ବ୍ଲକର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମ ପାଇଁ କରିବେ ବୋଲି ସୂଚୀତ କରାଯାଇଛି । ଶ୍ରୀ ପାଣିଗ୍ରାହୀ ଜଣେ କର୍ମଠ ଓ ଅମାୟିକ ବ୍ୟକ୍ତିତ୍ବ ଓ ବଳିଷ୍ଠ ନେତୃତ୍ବର ଅଧିକାରୀ ଅଟନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ସାଂସଦ ପ୍ରତିନିଧିତ୍ବ ପାଇ ଥିବାରୁ ଗାଇସିଲେଟ ଅଞ୍ଚଳରେ ଆନନ୍ଦ ଲହରୀ ଖେଳି ଯାଇଛି ଓ ଶୁଭୋଛ ଓ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟୁଛି ।

Leave A Reply

Your email address will not be published.

three × five =