Browsing Tag

padmapur news

ଗୀତିକାର ଗମ୍ଭୀର ବାଗ ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଅନୁସୂଚୀତ ଜନଜାତି (ଏସସି )ମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ଭାବରେ ଗମ୍ଭୀର ବାଗକୁ ମନୋନୀତ କରାଯାଇଛି । ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଶାନ୍ତନୁ ନାଏକ ଜଣେ ଦକ୍ଷ ସଂଗଠକଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ଅଂଚଳରେ ଖୁସି…
Read More...

ଘେଁସରେ ସାହିତ୍ୟର ମହାକୁମ୍ଭ ‘ମେଲନ୍‌ ମେସନ୍‌’ ଉଦ୍‌ଯାପିତ : କବି ଅଭିମନ୍ୟୁ ଦେବତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ /କୋଶଲି ଭାଷା ଏକ ଗମ୍ଭିରତାର ସମୟରେ ଉପନୀତ ହୋଇଥିବା ବେଳେ ଏହାର ଅସଲ ବିକାଶ ନିମନ୍ତେ ସାରସ୍ୱତ ସାଧକମାନେ ଅଙ୍ଗିକାରବଦ୍ଧ ହେବା ଉଚିତ୍‌ । କବି, ଲେଖକ ତଥା ସଂଗଠକମାନଙ୍କ ସଚେତନା ମାନସିକତା ହିଁ ଭାଷା ସାହିତ୍ୟରେ ପରିବର୍ତନ ଆଣିବ ବୋଲି…
Read More...

ବରଗଡ଼ ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଲଲିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଲଲିତ ଜଗତ ବିଜେପି ବରଗଡ଼ ଜିଲ୍ଲା ଏସସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେ ଜଣେ ମହାନ କଳାକାର ତଥା ନିଜ ସାମାଜର ବିଭିନ୍ନ ପଦ ପଦବୀରେ ରହି ସୁନ୍ଦର ଭାବରେ…
Read More...

ସତର ବର୍ଷର ଔଷଧ ଉଦ୍ୟାନ ଉଭାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ, ନୃସିଂହନାଥର ବନ ବିଭାଗ ରେଞ୍ଜ କାର୍ୟ୍ୟାଳୟ ପରିସରରେ ଥିବା ଔଷଧ ଉଦ୍ୟାନ ଉଭାନ ହୋଇ ଯାଇଥିବା ଜଣାପଡିଛି । ଏଠାରେ ୨୦୦୪ ମସିହାରେ ପ୍ରାୟ ୨୦୦ ପ୍ରକାରର ଦୁର୍ଲଭ ଔଷଧ ଚାରା ରୋପଣ କରାଯାଇଥିଲା । ରେଞ୍ଜର ମଳୟ ଦାସ ନିଜ ତତ୍ତ୍ୱାବଧାନରେ…
Read More...

ମୁସ୍କାନ ତ୍ରିପାଠୀ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଞ୍ଚଳରେ ଯାଉଥିବା ଫ୍ରେଜରପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୨୦୨୧-୨୨ ଶିକ୍ଷା ବର୍ଷ ର ପରୀକ୍ଷା ଫଳ ପ୍ରକାଶ ପାଇଛି । ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ପରିଚାଳକ…
Read More...

ଜଙ୍ଗଲ ବିଭାଗର ବିଚିତ୍ର ନୀତି : ଚୋରକୁ ଟେକିଦେଲେ ଚୋରା ସାମଗ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପାଇକମାଲ ଜଙ୍ଗଲ ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି । ଚୋରକୁ ଚୋରା ସାମଗ୍ରୀ ଟେକିଦେବା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି । କେନ୍ଦ୍ର ସରକାରଙ୍କ କାମ୍ଫା ଯୋଜନାରେ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜକୁ ବୃକ୍ଷ ରୋପଣ ପାଇଁ କୋଟି କୋଟି…
Read More...

ପଞ୍ଚମ ଶ୍ରେଣୀ ଛାତ୍ରୀ ରେଣୁକା ସାହୁ‌ଙ୍କ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ସମାଜସେବୀ ତଥା ସାମ୍ବାଦିକ ବନବାସ ସାହୁଙ୍କ ଝିଅ ରେଣୁକା ସାହୁ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ । ଗତ ତା.୦୮.୦୩.୨୦୨୧ ରିଖ ଦିନ…
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ମଣ୍ତଳ କାର୍ୟ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ମଣ୍ତଳ କାର୍ୟ୍ୟକାରିଣୀ ବୈଠକ ଟେମରୀ ଗ୍ରାମ ବଜାର ପ୍ରାଙ୍ଗଣ ଠାରେ ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା…
Read More...

ସମ୍ବେଦନହୀନ ବିଜେପୁର ବ୍ଲକ ପ୍ରଶାସନ : ମାସ ମାସ ଧରି ପର ଘରେ ଆଶ୍ରିତ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ନିର୍ବାଚନ ମଣ୍ଡଳୀ ନାଁ ଶୁଣିଦେଲେ ସମସ୍ତେ ଚକିତ ହୋଇଯାଉଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ନିଜେ ଏଠାରୁ ନିର୍ବାଚିତ ହେବା ସମୟରୁ ଲୋକଙ୍କ ମନରେ ଆଶା ଏବଂ ବିଶ୍ୱାସ ବଢିଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ବିଜେପୁରର ବିକାଶ ଦେଖିବେ ବୋଲି ସମଗ୍ର…
Read More...

ଝାରବନ୍ଧ ବିଡିଓ ରୁନୁ ଲାକ୍ରା ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଡ଼ିଓ ଭାବେ କାର୍ୟ୍ୟରତ ରୁନୁ ଲାକ୍ରାଙ୍କ ଆଜି ତାଙ୍କ ବାସଭବନ ସମ୍ବଲପୁରରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟ‌କ୍ତି ଥିଲେ । ତାଙ୍କ ବିୟୋଗରେ ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଞ୍ଚଳରେ ଶୋକର…
Read More...