pakka

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

bbehera

ଖପ୍ରାଖୋଲ, (ପୁସ୍ତମ ଯୁଆଡ଼ି ): ସ୍ଥାନୀୟ ବେନ୍ଦେର ଉଚ୍ଚ ବିଦ୍ୟାଳୟ ପଡିଆରେ ଏଲବିସିସି ତରଫରୁ ଆୟୋଜିତ ହୋଇଥିବା ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ବେନ୍ଦେର ଓ ଜାମଚୁଆଁ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ବେନ୍ଦେର ଚମ୍ପିଆନ ହୋଇଥିଲା । ଉଭୟ ଦଳ ପୁରସ୍କୃତ ହୋଇଥିଲେ । ସୁଶାନ୍ତ ଓ ଭିକ ଖେଳ ପରିଚାଳନା କରିଥିବା ବେଳେ ସୁଜ୍ଞାନୀ, ବିଶ୍ୱନାଥ, ବାବୁଲାଲ୍, ଦୀପକ, ଜୟ, ଅରୁଣ, ପିଙ୍କୁ, ସୁରେନ୍ଦ୍ର, ଥବିର, ପୀତବାସ କାହ୍ନା, ସୁମନ୍ତ, ବିକାଶ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

19 + 4 =