Daily Archives

ପ୍ରଥମ ଖୁଣ୍ଟିଗୋରା ଫ୍ଲଟଲାଇଟ୍ ମ୍ୟାନ୍ସ ବ୍ୟାଡମିଣ୍ଟନ ଲିଗ ଉଦଘାଟିତ : ବାଲାଗୁଡା ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ବାରା ସ୍ଥାନୀୟ ସତସଙ୍ଗ ପଡିଆରେ ଆୟୋଜିତ ପ୍ରଥମ ଖୁଣ୍ଟିଗୋରା ଫ୍ଲଟଲାଇଟ ମ୍ୟାନ୍ସ ବ୍ୟାଡମିଣ୍ଟନ ଲିଗ ପ୍ରତିଯୋଗିତା ମୁଖ୍ୟ ଅତିଥି ଡାକ୍ତର ଆନନ୍ଦ ଭୁଏଙ୍କ ଦ୍ବାରା ବୁଧବାର ଆନୁଷ୍ଠାନିକ ଭାବେ ଉଦଘାଟିତ
Read More...

ବିସ୍ତାପିତ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କୁ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ରିଲିଫ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରସ୍ତାବିତ ବିଜ୍ଞାନ ପାର୍କ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ୱାରା ସ୍ଥାପିତ ସୂର୍ୟ୍ୟନଗରର ୭୦ରୁ ଅଧିକ ଗରିବ ଭୁମିହୀନ ପରିବାରଙ୍କୁ ଜେସିବି ଲଗାଇ ସମସ୍ତ ଘରକୁ ଭାଙ୍ଗି ଦେଇ ବିସ୍ତାପିତ କରିଦେଇଛି । ମୁକ୍ତ ଆକାଶ ତଳେ ଅସୁରକ୍ଷିତ
Read More...

ଜାନୁଆରୀ ୧୬ ତାରିଖରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

• ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୦ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବ• ପ୍ରତ୍ୟେକ କେନ୍ଦ୍ରରେ ଉଦଘାଟନୀ ଦିବସରେ ପାଖାପାଖି ୧୦୦ ହିତାଧିକାରୀଙ୍କୁ ଟୀକା ଦିଆଯିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
Read More...

୩୧ ଜାନୁଆରୀ ୨୦୨୧କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ : ୩୦ ଜାନୁଆରୀ ୨୦୨୧ରେ ଜାତୀୟ…

ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ ୧୬, ୨୦୨୧ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ ଟୀକାଦାନ ଅଭିଯାନ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରିବେ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ଟୀକାଦାନ କାର୍ୟ୍ୟକ୍ରମ । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର
Read More...

ମା’ ମାଣିକେଶ୍ୱରୀ ପ୍ରଡକ୍‌ସନ୍‌ ଦ୍ୱାରା ସମ୍ବଲପୁରୀ / କୋଶଲୀ ସିନେମାର ଶୁଭ ମହୁରତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମା’ ମାଣିକେଶ୍ୱରୀ ପ୍ରଡ଼କ୍‌ସନ୍‌, ବଲାଙ୍ଗିର ଦ୍ୱାରା ଆସନ୍ତା ଫେବୃଆରୀ ମାସ ପ୍ରଥମ ସପ୍ତାହରେ ସୁଟିଂଗ ହେବାକୁ ଥିବା ହାସ୍ୟରସାତ୍ମକ ସମ୍ବଲପୁରୀ / କୋଶଲୀ ସିନେମା ‘କିଏରେ….?’ର ଶୁଭ ମହୁରତ ବଲାଙ୍ଗିର ନିକଟସ୍ଥ
Read More...

ପଞ୍ଚବଟୀ ସମାଜ ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବ ନାଟ୍ୟ କର୍ମଶାଳା ଆସନ୍ତା ୨୯ରୁ ୩୧

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାରେ କଳାକାର ଓ କଳାପ୍ରାଣତାର ଅଭାବ ନାହିଁ । ଅଭାବ ରହିଛି, ସେମାନଙ୍କ ପାଇଁ ସୁଯୋଗର ଅଭାବ ରହିଛି। ଲିଟୁ ମହାନ୍ତିଙ୍କ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ବଡମାଁ ଓ ଜୀବନାନନ୍ଦ ମହାପାତ୍ରଙ୍କ ଚଳଚ୍ଚିତ୍ର ବରଗଡ କେନାଲ ପାଇଁ କଳାକାର ଚୟନ ଓ କଳାକାର
Read More...

ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ କୁଷ୍ଟାଶ୍ରମଠାରେ ଖାଦ୍ୟ ଓ କପଡା ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ ଆଜି ମକର ସଂକ୍ରାନ୍ତୀ ଅବସରରେ ବରଗଡ଼ ସ୍ଥିତ ପାଣ୍ଡରୀପଥର କୁଷ୍ଟାଶ୍ରମ ଠାରେ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର, ପୂରୁଣା କପଡା
Read More...

ଦେଉଳି ଗ୍ରାମରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନୁକୂଲ୍ୟରେ ମକର ମିଳନ ଦେଉଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ଼ ସରୋଜ
Read More...

ଉଠା ଦୋକାନୀ ବ୍ୟବସାୟୀଙ୍କ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ଉଠା ଦୋକାନୀ ବ୍ୟବସାୟୀ ମାନଙ୍କୁ ନେଇ ଯାଦବ ଭବନ ଠାରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ଉଠା ଦେକାନୀ ବ୍ୟବସାୟୀ ସମନ୍ଧେ ସଂଗଠନ କିପରି ଆଗକୁ ଗଢାଯିବ ଓ ପ୍ରଶାସନ ସହେଯାଗରେ କିପରି ସଂଘ ଉପକାର ପାଇ
Read More...

ଭାରସାମ୍ୟ ହରାଇ ଦୁଇ ଜଣ ଯୁବକ ଗୁରୁତର, ସଇଁନ୍ତଲା ଡାକ୍ତର ଖାନରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର କଅସର ରାସ୍ତା ମଝିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ସୂଚନା ଯୋଗ୍ୟ ଯେ, କେସିଙ୍ଗା ଠାରୁ ଗୁଡ଼ଭେଲା ବ୍ଳକ ଗୋରଗୋଟ ଗ୍ରାମକୁ ଜିତେନ୍ଦ୍ର
Read More...