Daily Archives

ପ୍ରେମ ସମର୍ପଣର ସ୍ୱରୂପ ପ୍ରୀତି ଶତପଦୀ : ବଲାଙ୍ଗିର ସାହିତ୍ୟ ଘରର ମାସିକ ବୈଠକରେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବର୍ଷକୁ ସ୍ୱାଗତ ଜଣାଇ ଆଜି ବଲାଙ୍ଗିର ସାହିତ୍ୟ ଘରର ବୈଠକ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ଭବନଠାରେ । ସାହିତ୍ୟ ଘରର ସଭାପତି ସନ୍ଦିପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଜ୍ୟୋତିର୍ମୟୀ ସାହୁ…
Read More...

ଆଇଏନ୍‌ଏସ୍‌ ଚିଲିକାରୁ ୪୫୫ଜଣ ଭାରତୀୟ ନୌସେନା ଓ ତଟ ରକ୍ଷକ ପ୍ରଶିକ୍ଷାର୍ଥୀଙ୍କ ସ୍ନାତକ ହାସଲ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ନୌସେନା ଓ ତଟ୍ଟରକ୍ଷକ ୦୧/୨୦୨୦ ବ୍ୟାଚ୍‌ର ୪୫୫ଜଣ ପ୍ରଶିକ୍ଷାର୍ଥୀ ମାନେ ୨୦୨୧ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ୍‌ ପେରେଡ୍‌ରେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ହାସଲ କରିଥିଲେ । ଏହା ପ୍ରାରମ୍ଭିକ ପ୍ରଶିକ୍ଷକ…
Read More...

ଏକାଡେମୀ ସଭ୍ୟ ରବି ରତନଙ୍କୁ ଅଭିନନ୍ଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପୁନଃ ଗଠିତ ସାଧାରଣ ପରିଷଦରେ ବରଗଡ଼ ଜିଲ୍ଲା ପାଇଁ ରବି ରତନ ସାହୁଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇ ଥିବାରୁ କଳାକାର ତଥା ବୁଦ୍ଧିଜୀବୀ ମହଲରେ ଖୁସିର ଲହରି ଖେଳି ଯାଇଛି । ଗାଇସିଲେଟ ସ୍ଥିତ ବୁରୋମୁଣ୍ତାରେ ଜନ୍ମିତ ଶ୍ରୀ…
Read More...

ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ପାଇଁ ବିଶ୍ୱସ୍ତରୀୟ ଆଇଏଫ୍‌କ୍ୟୁ ଆହ୍ୱାନ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ଦ୍ୱାରା ଅନୁମୋଦନ ହେବାର ୪ଦିନ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଆଭ୍ୟନ୍ତରିଣ ପୋତାଶ୍ରୟର ଗଭୀର ଖନନ ଓ…
Read More...

ଗାଇସିଲେଟରୁ ଦୀପ୍ତିପୁର ରାସ୍ତାରେ ଭେଲୁଆପଦାର ବ୍ରିଜ ଠାରେ ବ୍ରେକଡାଉନ ଟ୍ରକ୍‌ର ପଛରେ ମୋଟର ସାଇକେଲ ଧକ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ଠାରୁ ଦୀପ୍ତିପୁର ରାସ୍ତାରେ ଭେଲୁଆପଦର ବ୍ରିଜ ଠାରେ ବ୍ରେକ ଡାଉନ ପଡିଥିବା ଟ୍ରକ ନଂ. ଉଏ-୦୪ଔ୮୭୫୧ରେ ଙଜ-୧୭ଔ୭୦୫୭ନମ୍ବର ଟିଭିଏସ୍‌ ସ୍ପୋର୍ଟସ୍‌ ଗାଡିରେ ଏକ ଅଜଣା ବ୍ୟକ୍ତି ଶକ୍ତ ଧକ୍କା ଦେଇଛନ୍ତି । ଫଳରେ ମଟର ସାଇକେଲ…
Read More...

ସୁବର୍ଣ୍ଣପୁର ନଈପଠାରେ ଜମୁଛି ବ‌ନ୍ଧୁ ମିଳନ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ନୂଆଁବର୍ଷର ପ୍ରଥମ ସକାଳରୁ ସୁବର୍ଣ୍ଣପୁର ମହାନଦୀ ଶଯ୍ୟାରେ ଆରମ୍ଭ ହୋଇଥିବା ନଈଭୋଜି ଓ ବଂଧୁମିଳନ କାର୍ୟ୍ୟକ୍ରମ ବେଶ୍ ଜମି ଜମି ଆସୁଛି । ବିନିକାଠାରୁ ବୌଦ୍ଧ ପର୍ୟ୍ୟନ୍ତ ପାଖପାଖି ଶହେ କିଲୋମିଟର ବ୍ୟାପି ମହାନଦୀର ବିସ୍ତୀର୍ଣ୍ଣ ନଦୀଶଯ୍ୟା, ନଈଭୋଜି…
Read More...

ପିପିଏଲ୍‌ କାରଖାନା ଭିତରେ ପକ୍ଷୀ ଗଣନା ଶେଷ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କୁଜଙ୍ଗ ରେଂଜ୍‌ ଅଂଚଳରେ ଦିନିକିଆ ପକ୍ଷୀ ଗଣନା ଶେଷ ହୋଇଛି । ପାରାଦୀପରେ ଥିବା ପିପିଏଲ୍‌ ଭଳି ରସାୟନିକ ସାର କାରଖାନାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି । ଚଳିତ ବର୍ଷ ୪୮ ପ୍ରଜାତିର ୨୭ ହଜାରରୁ…
Read More...

ନାଟ୍ୟ ଚେତନାର ନାଟକ ‘ଆମ ଘର’ ମଂଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ 'ଲୁ' ନାଟ୍ୟ ସଂସ୍ଥା ଆନୁକୂଲ୍ୟରେ କରୋନା କାଳରେ ଦୂର ସହରରେ ଅନ୍ୟ ଲାଗି ଘର ତୋଳିବାର ଶ୍ରମିକ ହୋଇ ନିଜ ଗାଁରେ ଘର ତୋଳିବାର ଜଣେ ମଣିଷ, ସେଇ ନିଜ ଘରେ ମୁଣ୍ଡ ଗୁଂଜିବାର ସୁଯୋଗ ନ ପାଇବା ପରି ଏକ ହୃଦୟସ୍ପର୍ଶୀ ଦାଦନ ଶ୍ରମିକଙ୍କ ସତ…
Read More...

ଖପ୍ରାଖୋଲ ବ୍ଲକ ବିଡ଼ିଓଙ୍କ ଅଞ୍ଚଳର ସ୍କୁଲ ପରିଦର୍ଶନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଡ଼ିଓ ତରଣୀ ସୁନା ଘୁନସର ପ୍ରଗତି ପଞ୍ଚାୟତ ହାଇସ୍କୁଲରେ ପହଞ୍ଚି କୋଭିଡ଼-୧୯ ନିୟମକୁ ଆଖି ଆଗରେ ରଖି କିଭଳି ପିଲାମାନଙ୍କ ଦାୟିତ୍ଵ ନେଇ ପାଠ ପଢା ହୋଇ ପାରିବ, ସେନେଇ ଏକ ଗାଇଡ ଲାଇନ ଜାରି କରିଛନ୍ତି ।ମୁହଁରେ ମାସ୍କ ବାନ୍ଧିବା ସହ ପରସ୍ପର ୬ ଫୁଟ…
Read More...

ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ୧୭ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ୧୭ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କେଭିକେର ବରିଷ୍ଠ ବୈଜ୍ଞାନିକ ତଥା ସଂଯୋଜକ ଡ.ଜୀବନଜୀତ୍ ସେନ୍ ଙ୍କ ପରିଚାଳନାରେ ଅନୁଷ୍ଠିତ…
Read More...