om academy

ଗାଇସିଲେଟରୁ ଦୀପ୍ତିପୁର ରାସ୍ତାରେ ଭେଲୁଆପଦାର ବ୍ରିଜ ଠାରେ ବ୍ରେକଡାଉନ ଟ୍ରକ୍‌ର ପଛରେ ମୋଟର ସାଇକେଲ ଧକ୍କା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ଠାରୁ ଦୀପ୍ତିପୁର ରାସ୍ତାରେ ଭେଲୁଆପଦର ବ୍ରିଜ ଠାରେ ବ୍ରେକ ଡାଉନ ପଡିଥିବା ଟ୍ରକ ନଂ. ଉଏ-୦୪ଔ୮୭୫୧ରେ ଙଜ-୧୭ଔ୭୦୫୭ନମ୍ବର ଟିଭିଏସ୍‌ ସ୍ପୋର୍ଟସ୍‌ ଗାଡିରେ ଏକ ଅଜଣା ବ୍ୟକ୍ତି ଶକ୍ତ ଧକ୍କା ଦେଇଛନ୍ତି । ଫଳରେ ମଟର ସାଇକେଲ ଚାଳକ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆଗଲପୁରରୁ ୧୦୮ ଆମ୍ବୁଲାନ୍ସ ଆସି ସାଙ୍ଗେ ସାଙ୍ଗେ ପ୍ରଥମେ ଆଗଲପୁର ହସ୍ପିଟାଲକୁ ନେଇଛନ୍ତି ।

Leave A Reply

Your email address will not be published.

five + eighteen =