Daily Archives

‘ଏଲ୍ ନିନୋ’ ପ୍ରଭାବ ଓ କମ୍ ବର୍ଷା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜରଜଳ ସଂରକ୍ଷଣ ଓ ପରିଚାଳନାକୁ ଗୁରୁତ୍ୱ; ସମସ୍ତ ଜଳାଶୟ ଓ ଭୂତଳ ଜଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶମୋଟା ଶସ୍ୟ ଏବଂ ଡାଲି ଭଳି କମ୍ ଜଳ ବ୍ୟବହାରକାରୀ ଫସଲ ଉପରେ ଧ୍ୟାନ ଦେବା ଆବଶ୍ୟକଚାଉଳ ଓ ଗହମ ସମେତ
Read More...

ଇଥାନଲ ମିଶ୍ରଣକୁ ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

ଏକ ଲିଟର ପେଟ୍ରୋଲ ଉତ୍ପାଦନରେ ୧୦ ହଜାର ଲିଟର ନୁହେଁ ମାତ୍ର ୩ରୁ ୫ ଲିଟର ପାଣି ହେଉଛି ଖର୍ଚ୍ଚ; ସରକାରଙ୍କ ସ୍ପଷ୍ଟୀକରଣମାଇଲେଜ୍‌ ହ୍ରାସ ଦାବି ଅମୂଳକ; ଇଞ୍ଜିନ୍‌ କ୍ଷତି ଓ କଳଙ୍କି ଲାଗିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ; ପରୀକ୍ଷଣ ଦ୍ୱାରା ଇଥାନଲ ଇନ୍ଧନର ସୁରକ୍ଷା ପ୍ରମାଣିତ ହୋଇଛି
Read More...

ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବାଲୋତ୍ରାଠାରେ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଓ ଶିଳାନ୍ୟାସ କରିବେପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳବାଇ, ରାସ୍ତା, ନବୀକରଣୀୟ ଶକ୍ତି ଏବଂ ବିଦ୍ୟୁତ୍ ପରିବହନ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଗୁଡ଼ିକ
Read More...

ଜାମସେଦପୁରରେ ‘ବର୍ତ୍ତାଳାପ-୨୦୨୬ ’ ଗଣମାଧ୍ୟମ କର୍ମଶାଳା

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ରାଞ୍ଚି ପକ୍ଷରୁ ଆଜି ଜାମସେଦପୁରଠାରେ ‘ବର୍ତ୍ତାଳାପ–୨୦୨୬’ ଗଣମାଧ୍ୟମ କର୍ମଶାଳା ଆୟୋଜିତ
Read More...

କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ

ଧାନ କିଣା ସମସ୍ୟା ଦୂର ନହେଲେ ଆନ୍ଦୋଳନ ହେବ - ନରସିଂହ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ କୁତୁର୍ଲା ପ୍ରାଥମିକ ସମବାୟ ସମିତିରେ ଚାଲିଥିବା ଧାନ ମଣ୍ଡିକୁ ଶୁକ୍ରବାର ଦିନ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ପରିଦର୍ଶନ ପାଇଁ ଯାଇଥିଲେ । ସେଠାରେ
Read More...

ଜନମତ ସଂଗ୍ରହାଳୟରେ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରଚଳନ ଚକ୍ରାନ୍ତ ବନ୍ଦ କର ଏଆଇଡିଏସଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସସିଇଆରଟି, ଓଡିଶା ପକ୍ଷରୁ ଗତ କାଲି ଏକ ବିଜ୍ଞପ୍ତି ଜାରି କରାଯାଇ ସର୍ବସାଧାରଣ ନିମନ୍ତେ ସୂଚନା ଦିଆଯାଇଛି ଯେ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକଗୁଡିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସସିଇଆରଟି ଏବଂ ଓସେପାର
Read More...