Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗଛରେ ପିଟିହୋଇ ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ–ମାଟିଖାଇ ରାସ୍ତାରେ ରବିବାର ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବଡ଼ବିଛଲୀବାହାଲ ଗ୍ରାମର ଗୋପ ବରିହା (୨୩)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ସୁମନ୍ତ ଦୀପ (୨୫) ଗୁରୁତର ଆହତ ହୋଇ
Read More...

ରେଲୱେ ଭୂତଳ ପୋଲରେ ୫ ଫୁଟର ପାଣି ପ୍ରବାହିତ : ଯାତାୟାତ ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା - କୁଟାସିଂହା ମୁଖ୍ୟରାସ୍ତାର ସାଲେଭଟା-ମୁରଶୁଣ୍ଢି ମଧ୍ୟରେ ଥିବା ରେଲୱେ ଭୂତଳ ପୋଲରେ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତ ରାତିରେ ପ୍ରବଳ ବର୍ଷା ହେବାରୁ ପାଚେରୀ ଡେଇଁ
Read More...

ଯୁଧିଷ୍ଠିର ମହାବିଦ୍ୟାଳୟରେ କୁଳପତିଙ୍କ ପରିଦର୍ଶନ : ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରସ୍ଥିତ ଯୁଧିଷ୍ଠିର ମହାବିଦ୍ୟାଳୟକୁ ମଧୁସୂଦନ ଲ' ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଶିବରାମ ତ୍ରିପାଠୀ ଏବଂ ପରୀକ୍ଷା ନିୟନ୍ତ୍ରକ ଧିରେନ୍ଦ୍ର ନାଏକ ପରିଦର୍ଶନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଲାଇବ୍ରେରୀ ହଲ୍‌ରେ ଛାତ୍ରଛାତ୍ରୀଙ୍କ ସହ ଏକ ଭାବ
Read More...

ଗାଳ୍ପିକ ମନୋଜ ପୂଜାରୀଙ୍କ ଚତୁର୍ଥ ଗଳ୍ପ ସଂକଳନ ‘ବାଘ ଭୟ’ର ଲୋକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ସମାଜରେ ଘଟୁଥିବା ବିଭିନ୍ନ ଘଟଣା, ଯାହା ସମ୍ବେଦନଶୀଳ ମଣିଷକୁ ଆହୁରି ସମ୍ବେଦନଶୀଳ କରେ, ସେପରି ଗଳ୍ପ ପାଠକକୁ ବେଶୀ ଆକୃଷ୍ଟ କରେ । ମନୋଜ ପୂଜାରୀଙ୍କ ଗଳ୍ପ ସେପରି ସମ୍ବେଦନଶୀଳ ଭାବର ଉପସ୍ଥାପନା ବୋଲି କହିଛନ୍ତି କଥାଶିଳ୍ପୀ ଡାକ୍ତର
Read More...

ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ସମ୍ମିଳନୀ କକ୍ଷରେ ପ୍ରଶନ୍ନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ଜୟନ୍ତୀ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଇଂ ବେଲାର ସିଂ ଭୋଇ,
Read More...

ଶିଆଲଯୋରରେ ଅସୁବିଧାରେ ଅଛନ୍ତି ବୁଣାକାର

ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତିଚାଷୀ ଓ ବୁଣାକାରଙ୍କ ଅସୁବିଧା ଦୂର କରୁ ସରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଆଲଯୋର ଅଂଚଳର ଲୋକଙ୍କ ଗୁଜୁରାଣ ମୁଖ୍ୟତଃ ଚାଷ ଓ କପଡା ଓ କପଡା ବୁଣା ବ୍ୟବସାୟ ଉପରେ ନିର୍ଭରଶୀଳ, କିନ୍ତୁ ଏଠାରେ ଉଭୟ ସମ୍ପ୍ରଦାୟ ଘୋର ଅସୁବିଧାରେ
Read More...

‘ମନ କି ବାତ୍’ର ୧୩୬ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଜଳ ସଂରକ୍ଷଣରେ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା; ‘କ୍ୟାଚ୍ ଦ ରେନ୍’ ଅଭିଯାନର ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।ଆମ ଜୀବନରେ ଏହିପରି କିଛି ତାରିଖ ଥାଏ ଯାହାକୁ ମନେରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନ ଥାଏ । ଆଜି, ଜୁଲାଇ ୨୬
Read More...

ପାଇକମାଲରେ କାର୍ଗିଲ ବିଜୟ ଦିବସ ପାଳିତ : ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ସ୍ମୃତିରେ ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ଧର୍ମଶାଳା ଠାରେ ‘ଶହୀଦ ମାଧୋ ସିଂ ସୈନିକ ସଂଘ’ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି । ୧୯୯୯ ମସିହାର କାର୍ଗିଲ
Read More...

ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଧୋକା, ଗର୍ଭବତୀ ହେବା ପରେ ଯୁବକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ କେଛୋଦାଦର ଗ୍ରାମରେ ଜଣେ ବିଧବା ମହିଳାଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ସ୍ଥାପନ କରିବା ଏବଂ ମହିଳା ଗର୍ଭବତୀ ହେବା ପରେ ଦାୟିତ୍ୱ ନେବାକୁ ଅସ୍ୱୀକାର କରିବା ଅଭିଯୋଗରେ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବେଶ ଓ ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍‌ ତଥା ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...