Daily Archives

ଟିଟିଲାଗଡ଼ରେ ମନ କି ବାତ କାର୍ଯ୍ୟକ୍ରମ : ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ମନ କି ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମକୁ ଦେଶବାସୀଙ୍କ ସହ ଶୁଣିଥିଲେ ରାଜ୍ୟ ବିଜେପି ସଭାପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଗ୍ରାମର ଧର୍ମପରାୟଣା ମହିଳା ବିଳାସ ମଞ୍ଜରୀ ପଣ୍ଡା ୭୬ ବର୍ଷ ବୟସରେ ଶନିବାର ରାତ୍ରିରେ ଶରୀର ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ସେ କାଳୀକୃଷ୍ଣ ସଂଘର ମୁଖ୍ୟ ସଙ୍ଘ ସଭାପତି
Read More...

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶଙ୍କ ପିତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶଙ୍କ ପିତା ବଂଶୀଧର ଦାଶଙ୍କ ୮୨ ବର୍ଷ ବୟସରେ ସ୍ଥାନୀୟ ଆପୋଲୋ ହସ୍ପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି । ସ୍ୱର୍ଗତ ଦାଶ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ହେବ ପୀଡ଼ିତ ଥାଇ ଆପୋଲୋ ହସ୍ପିଟାଲରେ
Read More...

ଆପୋଲୋ ହସ୍ପିଟାଲ ଓ ଉମିଦ୍ ଟ୍ରଷ୍ଟର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଆପୋଲୋ ହସ୍ପିଟାଲ ଓ ସେକ୍ଟର ୧୫ ସ୍ଥିତ ଉମିଦ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଜୁମା ମସଜିଦ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉମିଦ୍ ଟ୍ରଷ୍ଟର ସଭାପତି ଏସ୍‌ କେ ଇସ୍ତାହାର ମହମ୍ମଦ, ସାଧାରଣ ସମ୍ପାଦକ ଜାଭେଦ ଅଖତର ଓ
Read More...

କେଶବ ନଗର ଶାଖାର ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଉପଲକ୍ଷେ ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ
Read More...

ମୁଁ କାହିଁକି ବୈଜ୍ଞାନିକ ହେବି କର୍ମଶାଳା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଁ କାହିଁକି ବୈଜ୍ଞାନିକ ହେବି, ଏହି ସମ୍ପର୍କରେ ଏକ କର୍ମଶାଳା ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତିଙ୍କ ଆବାହକତ୍ୱରେ ଆୟୋଜିତ
Read More...

ଟିଟିଲାଗଡର ପୁରୁଣା ହସ୍ପିଟାଲକୁ ଅର୍ବାନ ପିଏଚସି ମାନ୍ୟତା ଦେବା ପାଇଁ ବରିଷ୍ଠ ନାଗରିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଓଡ଼ିଶାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଟିଟିଲାଗଡ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ବରିଷ୍ଠ ନାଗରିକ
Read More...

ବରଗଡ଼ ଜିଲ୍ଲାରେ ସାର ସଙ୍କଟ : ଚିନ୍ତାରେ ଚାଷୀ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ କୃତ୍ରିମ ସାରର ସଙ୍କଟ ଏବଂ କଳାବଜାରୀ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏଭଳି ଅଭିଯୋଗ ପାଇବା ପରେ କୃଷି ବିଭାଗ ଆକ୍ସନ ମୋଡରେ ବାହାରିଛି । କୃଷି ବିଭାଗର ଏକ ଏନଫୋର୍ସମେଣ୍ଟ ଟିମ୍‌
Read More...

ବରଗଡ଼ ବ୍ରାହ୍ମଣ ୟୁଥ୍ ଫେଡେରେସନ୍ ପକ୍ଷରୁ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ

ବରଗଡ଼, (ମୁନ୍ନା ସାହୁ ) : ପରିବେଶ ସୁରକ୍ଷା ଓ ସବୁଜ ବରଗଡ଼ ଗଠନର ଲକ୍ଷ୍ୟ ନେଇ ବରଗଡ଼ ବ୍ରାହ୍ମଣ ୟୁଥ୍ ଫେଡେରେସନ୍ ପକ୍ଷରୁ ନାୟକପଡ଼ା ଦୁର୍ଗା ମଣ୍ଡପଠାରେ ଏକ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ଚାରା ସମ୍ପୂର୍ଣ୍ଣ ମାଗଣାରେ ବଣ୍ଟନ
Read More...

ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଲୋକସଭାରେ ନିୟମ- ୩୭୭ ଅଧୀନରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଦାବି ଉଠାଇଛନ୍ତି । ସାଂସଦ ଶ୍ରୀ ପୁରୋହିତ ସଦନରେ କହିଥିଲେ ଯେ, ୧୯
Read More...