Daily Archives

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ସହ କୋଷାଧ୍ୟକ୍ଷ ହରିହର ନାୟକଙ୍କ ମାତା ଦ୍ୟୁତି ନାୟକଙ୍କର ଜୁଲାଇ ୧୯ ତାରିଖ ଦିନ ଏବଂ ପାଠାଗାରର ଅନ୍ୟତମ ଆଜୀବନ ସଦସ୍ୟ ତଥା ଶୁଭେଚ୍ଛୁ ବଟକୃଷ୍ଣ ପଟ୍ଟନାୟକଙ୍କର ସହଧର୍ମିଣୀ ବନୀ ପଟ୍ଟନାୟକଙ୍କର ଜୁଲାଇ ୨୭ ତାରିଖ ଦିନ ବାର୍ଦ୍ଧକ୍ୟ
Read More...

ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ଭାରତୀୟ ବୈଦିକ ରୀତି, ସଂସ୍କୃତି ଓ ପରମ୍ପରାର ପ୍ରତୀକ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର -୧୯ ସ୍ଥିତ କମ୍ୟୁନିଟ ସେଣ୍ଟର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାୟୀ ତପସ୍ୱିନୀ ସାହୁ ଓ ପ୍ରଭାତୀ
Read More...

ଅନ୍ୱେଷାର ୧୨୭ ତମ ସାମୂହିକ ଜନ୍ମଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୨୭ ତମ ସାମୂହିକ ଜନ୍ମଦିନ ସ୍ଥାନୀୟ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଶ୍ରଦ୍ଧାର
Read More...

ସରକାରୀ ଡାକ୍ତରଖାନାରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଅତାବିରା, (ମୋହନ ସାହୁ) : ସରକାରୀ ଡାକ୍ତରଖାନାରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣେ ବି.ଏସ୍‌.ସି. ନର୍ସିଂ ସ୍ନାତକଙ୍କୁ ପୁଲିସ ଗିରଫ କରିଛି । ଭୋଇପୁରାର ଲକ୍ଷ୍ମୀ ପାଞ୍ଚମଙ୍କ ଅଭିଯୋଗ ଅନୁଯାୟୀ, ଭଟିଗାଁର ପ୍ରକାଶ ବଞ୍ଛୋର ସରକାରୀ ହସ୍ପିଟାଲରେ
Read More...