Daily Archives

ହଜାର ହଜାର ଜନସାଧାରଣଙ୍କ ଅଶ୍ରୁଳ ବିଦାୟରେ ପଞ୍ଚଭୂତରେ ବିଲୀନ ହେଲେ ସ୍ୱର୍ଗତ ସୁଶାନ୍ତ ସିଂହ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରିଷ୍ଠ ରାଜନେତା, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଓ ଭଟଲିର ତିନିଥର ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଆଜି ହଜାର ହଜାର ଜନସାଧାରଣ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ସୋହେଲାରୁ ତାଙ୍କ ପୈତୃକ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ସାତ କିଲୋମିଟର ଦୀର୍ଘ ଶୋକ
Read More...

ବିସ୍ଥାପିତଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ବିଧାୟକ ଦୁର୍ଗା ତନ୍ତୀଙ୍କ ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିସ୍ଥାପିତ ହେଉଥିବା ପରିବାର/ବ୍ୟକ୍ତିଙ୍କୁ ଥଇଥାନ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବର୍ତ୍ତମାନ ଦେଉଥିବା ରାଶି ଏବଂ ନୂତନ ଗୃହ ନିର୍ମାଣ ପାଇଁ ଦେଉଥିବା ଜାଗା ବାସ୍ତବରେ
Read More...

ମହାସମାରୋହରେ ବାହୁଡ଼ା ଯାତ୍ରା ପାଳିତ

ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ଓ ନୀଳାଦ୍ରି ବିଜେ ରାଉରକେଲା, (ସସ୍ମିତା ପ୍ରଧାନ) : ସରିଛି ରଥଯାତ୍ରା ଓ ବାହୁଡା ଯାତ୍ରା । ମହାପ୍ରଭୁ ଜନ୍ମବେଦୀରୁ ଫେରିଛନ୍ତି ରତ୍ନବେଦୀକୁ । ଏଭଳି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ଆୟୋଜିତ କରିଛି କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ
Read More...

ନୃସିଂହନାଥରେ ବୃକ୍ଷରୋପଣ କଲେ ପଦ୍ମପୁର ଏଡିଏମ୍‌ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ବୁଧବାର ୭୭ତମ ବନ ମହୋତ୍ସବ ଅବସରରେ ପଦ୍ମପୁର ଏଡିଏମ୍‌ ସରୋଜିନୀ ପ୍ରସନ୍ନ କୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ଦେବତାଙ୍କୁ ପୂଜା କରି ନଡ଼ିଆ ବାଡେଇ ଗଛ ରୋପଣ କରିଥିଲେ । ନୃସିଂହନାଥ
Read More...

ସାଗରପାଲିରେ ଯୁବକଙ୍କ ମୃତଦେହ ଉଦ୍ଧାର : ଭାଇ ଆଣିଲେ ହତ୍ୟା ଅଭିଯୋଗ

ପୋଲିସର ତନାଘନା ଜାରି, ୫ ଅଟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଥାନା ସାଗରପାଲି ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଖମ୍ବେଶ୍ୱରୀପାଲି-ବିଶିମୁଣ୍ଡା ରାସ୍ତାର ଡୁଙ୍ଗୁରିପାଲି ପାଖରେ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରାଯାଇଛି । ସୋମବାର ପ୍ରମୋଦ ମେହେର(୨୯) ନାମକ ଯୁବକଙ୍କୁ
Read More...

ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକ ଜ୍ଞାନକୌଶଳକୁ ମାନବ ସମାଜ ଆପଣେଇ ନେବା ଏକ ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ତା ଉପରେ ଅତ୍ୟଧିକ ନିର୍ଭରଶୀଳତା କ୍ଷତିକାରକ ହୋଇପାରେ । କୃତ୍ରିମ ବୁଦ୍ଧିମତ୍ତାକୁ ଆମେ ଆମର ସହଯୋଗୀ ଭାବରେ ବ୍ୟବହାର କରିପାରିବା, କିନ୍ତୁ ଏହାକୁ ଆମେ ଆମର
Read More...

ସାଇଟ କଲେଜରେ ବିଶ୍ୱ ହେପାଟାଇଟିସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ଠାରେ ଅବସ୍ଥିତ ସାଇଟ ନର୍ସିଂ କଲେଜ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର, ସଭାପତି ଡ. ପ୍ରମୋଦ କୁମାର ମିଶ୍ର ଏବଂ ଅଧ୍ୟକ୍ଷା ପ୍ରଫେସର ସ୍ନିଗଧାମିନତୀ ଦାନୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହେପାଟାଇଟିସ୍‌ ଦିବସ କଲେଜ ସଭାଗୃହରେ ପାଳିତ
Read More...

ମିଡଟାଉନର ୪୮ତମ ଓ ଇନର ହୁଇଲର ୩୭ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ମିଡଟାଉନର ୪୮ ତମ ଓ ଏହାର ମହିଳାମାନଙ୍କୁ ନେଇ ଗଠିତ ହେଇଥିବା ମିଡଟାଉନର ୩୭ତମ ପ୍ରତିଷ୍ଠା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବିଦାୟୀ ସଭାପତି ରୋଟାରିଆନ ଡା. ସୁବୋଧ ମେହେର ଓ ରୋଟାରିଆନ
Read More...

ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ମିଡଟାଉନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ମିଡଟାଉନର ୩୭ ତମ ପ୍ରତିଷ୍ଠା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ପିପି ସମ୍ପାଦିକା ରୋଟାରିଆନ ସୌଦାମିନୀ ସିଂହ ଓ ସଭାପତି ରୋଟାରିଆନ କିରଣ ବାଳା ଦାସଙ୍କ ଆବାହକତ୍ୱ ଓ ରୋଟାରିଆନ ରୀତା ପ୍ରଧାନଙ୍କ
Read More...

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତିର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ତରଫରୁ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ପଢିଆରୀ ଓ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡାଙ୍କ
Read More...