Daily Archives

ବି‌ଶ୍ୱ ବିଜୟିନୀ ହୋଇଛନ୍ତି ବି‌ଶ୍ୱ ବିଜୟିନୀ ମିଶ୍ର

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ବିଶ୍ବର କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେଲେ ସୋନପୁର ସହରର ବି‌ଶ୍ୱ ବିଜୟିନୀ ମିଶ୍ର । ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅରଗାନାଇଜେସନ ପକ୍ଷରୁ ଅନଲାଇନ ପ୍ରତିଯୋଗିତାରେ ସେ ବି‌ଶ୍ୱର କୁନି ସୁନ୍ଦରୀ ଭାବେ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର
Read More...

ଦୁଇ ନାବାଳିକାର ବିବାହ ବନ୍ଦ କଲା ଚାଇ‌ଲ୍ଡ ଲାଇନ

ଟିଟିଲାଗଡ଼, ( ଗୌରବ ଦର୍ଜୀ ) : ଟିଟିଲାଗଡ ସହରର ଜଣେ ପିତାମାତା ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅକୁ ବିବାହ କରିବାକୁ ଉଦ୍ୟମ କରୁଥିବା ବେଳେ ଆଧାର ଚାଇଲ୍ଡ ଲାଇନ ପକ୍ଷରୁ ବନ୍ଦ କରାଯାଇଛି । ଟିଟିଲାଗଡ ଚାଇଲ୍ ଲାଇନ ସଦସ୍ୟ ଶିବାନନ୍ଦ ବେହେରାଙ୍କ ସୂଚନା କ୍ରମେ ସହରର ଦୀର୍ଘଦିନ ଧରି ବାସ
Read More...

ଫୁଲଝର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଫୁଲଝର ଗ୍ରାମର ଦିଲଖୁସ୍ ଖେଳପଡିଆରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଡେଡେଙ୍ଗା ଏବଂ କୁମାରଖେନ୍ ମଧ୍ୟରେ ପ୍ରତିଯୋଗିତା
Read More...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା
Read More...

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ପୌଷ୍ୟ ସନ୍ତାନ ଗ୍ରହଣ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ଦିନିକିଆ ପୌଷ୍ୟ ସନ୍ତାନ ଗ୍ରହଣ ତାମିଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିକା ଶିବିରରେ ମୁଖ୍ୟ ଅତିଥି ଭାବେରେ ଜୀବ‌ର୍ଦ୍ଧନ ଭୋଇ ଯୋଗଦେଇ ପୌଷ୍ୟ
Read More...

ନଳକୂପ ସଫେଇ କଲେ ସୌରିବେଙ୍ଗେସ ଗ୍ରାମର ଯୁବକ

ବୌଦ୍ଧ, (ବଂଶୀଧର ମାଝୀ) : ବରଗାଁ ପଞ୍ଚାୟତ ସୌରୀବେଙ୍ଗେସ ଗ୍ରାମର ଯୁବକମାନେ ନଳକୂପ ସଫେଇ କରିଛନ୍ତି । ଗ୍ରାମ ମଝିରେ ଥିବା ନଳକୂପ ପରିବେଶ ମଇଲା ବର୍ଜାନା ଓ ଲଟାବୁଟାରେ ଅପରିସ୍କାର ରହିଥିଲା । ଗ୍ରାମବାସୀ ଏହି ନଳକୂପ ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ସ୍ବଚ୍ଛତା ପ୍ରତି ଗାଁ କଲ୍ୟାଣ
Read More...

ଉଡ଼ାର ଜଗନ୍ନାଥ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଉଡାରକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାର ଖେଳପଡିଆରେ ଗୋଲ୍ଡେନ୍ କ୍ରିକେଟ କ୍ଳବ୍ ଉଡାର ପକ୍ଷରୁ ହେଉଥିବା ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ନୂଆଁପାଲି, ଦେଓଗାଁ, ଚନ୍ଦ୍ରପୁର, ଶିରାବାହାଲ, ପାଣ୍ଢେଲ, ଲୁହୁରେନପାଲି, ଉଡାର(ଏ),
Read More...

ନୂଆଦିଲ୍ଲୀ ଦୂତାବାସ ବିସ୍ଫୋରଣ ଏକ ଟ୍ରେଲର ମାତ୍ର ବୋଲି ଜୈଶ-ଉଲହିନ୍ଦ ସଂଗଠନ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗତ କାଲି (ଶୁକ୍ରବାର) ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ପୁରା ରାଜଧାନୀକୁ ଅଶାନ୍ତ କରିଦେଇଥିଲା । ଏତେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏଭଳି ବିସ୍ଫୋରଣ କେମିତି ହେଲା । ବିସ୍ଫୋରଣ ପଛର କାରଣ କଣ ତାହାକୁ ନେଇ ଏବେ ଖୋଳତାଡ ଚଳାଇଛନ୍ତି ଭାରତ ଓ
Read More...

ଧୂଳିମୟ ସିନ୍ଧେକେଲା ମୁଖ୍ୟ ରାଜରାସ୍ତା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଏକ ପଞ୍ଚାୟତ ମୁଖ୍ୟାଳୟ । ପୂର୍ବରୁ ଏକ ଛୋଟ ଗାଁ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ଛୋଟ ସହରରେ ରୂପାନ୍ତରିତ ହୋଇ ସାରିଲାଣି । କହିବା ବାହୁଳ୍ୟ ଯେ, ଆମ ରାଜ୍ୟରେ ଅନେକ ବ୍ଲକ, ଏନଏସିର ମୁଖ୍ୟାଳୟ
Read More...

ଅଲଣ୍ଡାରେ ରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଂଚାୟତର ବିଭିନ୍ନ ଗାଁରେ ରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଲଣ୍ଡା ସରପଂଚ ତଥା ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଅର୍ଜୁନ ୟାଦବ, ସାଂସଦଙ୍କ ବିଏଲସିଙ୍କ
Read More...