p purohi

ଅଲଣ୍ଡାରେ ରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଂଚାୟତର ବିଭିନ୍ନ ଗାଁରେ ରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଲଣ୍ଡା ସରପଂଚ ତଥା ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଅର୍ଜୁନ ୟାଦବ, ସାଂସଦଙ୍କ ବିଏଲସିଙ୍କ ପ୍ରତିନିଧି ଥବିର ଚନ୍ଦ୍ର ବାଗ, କମିଟିର ସଦସ୍ୟ ଯଜେ୍ଞଶ୍ୱର ପୁରୋହିତ, ଧର୍ମୁ ହଂସ, ବୈକୁଣ୍ଠ ବାଗ, କନ୍ଦର୍ପ କାଣ୍ଡ, ଅନୀଲ ମାଝୀ, ପ୍ରେମାନନ୍ଦ ଖର୍ସେଲ, ସୀତାରାମ ବାଗ, ସାଗର ରଣା ପ୍ରମୁଖ ସଂଗ୍ରହ ବେଳେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.